Browsing category

ମନୋରଞ୍ଜନ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ମେଗା ରକ୍ତଦାନ ଶିବିର

କଟକ,୨୯।୭(ଏସଏସନିଉଜ)ପବିତ୍ର ଗୁରୁପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଲୋକସମ୍ପର୍କବିଭାଗ ପକ୍ଷରୁ କଟକ ବଡ଼ମେଡିକାଲ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଓ ରକ୍ତକେନ୍ଦ୍ର ସହଯୋଗରେ ଏକ ମେଗାରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମୁଦାୟ ୮୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ବିଭାଗ ମୁଖ୍ୟପ୍ରଫେସର ଡ.ସ୍ମିତା ମହାପାତ୍ର ମଧ୍ୟ ଶିବିରରେ ଉପସ୍ଥିତଥିଲେ।ଏଥିସହ ବଡ଼ମେଡିକାଲ ରକ୍ତ କେନ୍ଦ୍ରରୁ ଆସିଥିବା ଟିମ୍ ରକ୍ତସଂଗ୍ରହ କରିଥିଲେ।ରାଷ୍ଟ୍ରପତିଙ୍କ ସଚିବାଳୟ ଉପଦେଷ୍ଟା ପ୍ରଫେସର ଡ. ବିଜୟଲକ୍ଷ୍ମୀମହାନ୍ତି ମଧ୍ୟ ଉପସ୍ଥିତରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମେଗାରକ୍ତଦାନ ଶିବିରରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ […]

ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ବର,୨୯।୭(ଏସଏସନିଉଜ)ଦେଶର ଅନ୍ୟତମ ପ୍ରମୁଖ ବାଘ ସଂରକ୍ଷଣ କେନ୍ଦ୍ର ଭାବେ ପ୍ରତିଷ୍ଠିତ ନନ୍ଦନକାନନ ବିଶ୍ଵଦରବାରରେ ଆନ୍ତର୍ଜାତିକ ସ୍ତରର ଚିଡ଼ିଆଖାନା ହେବାକୁ ଯାଉଛି।ଏଥିପାଇଁ ପଶୁପକ୍ଷୀ ଅଦଳବଦଳ ସାଙ୍ଗକୁ ନୂଆ ପ୍ରଜାତି ପଶୁପକ୍ଷୀମାନଙ୍କୁ ଆଣିବା ପ୍ରକିୟା ଆରମ୍ଭହୋଇଛି ଓ ସେମାନଙ୍କ ଖୁଆ ଡକୁ ମଧ୍ୟ ନୂତନ ଜ୍ଞାନକୌଶଳରେ ନିର୍ମାଣଚାଲିଛି ବୋଲି ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି। ବୁଧବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆନ୍ତର୍ଜାତୀୟ ବ୍ୟାଘ୍ରଦିବସ ପାଳନ ଅବସରରେ ମନ୍ତ୍ରୀ ଖୁଣ୍ଟିଆ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି […]

ଭୁବନେଶ୍ବରରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୮।୭(ଏସଏସନିଉଜ)ଭୁବନେଶ୍ବରରେ ପହଞ୍ଚିଲେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ତାଙ୍କୁ ଫୁଲତୋଡ଼ା ଏବଂ ଶୁଭେଚ୍ଛା ଜଣାଇ ଭବ୍ୟ ସ୍ବାଗତ କରିଛନ୍ତି।

ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଆଜି ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କୁ ବଡ଼ ସ୍ବାଗତ କରିବ ରାଜ୍ୟ ବଜେପି।ଭୁବନେଶ୍ବର ବିମାନବନ୍ଦରରେ କରାଯିବ ଭବ୍ୟ ସ୍ବାଗତ।ଧର୍ମେନ୍ଦ୍ରଙ୍କୁ ନେଇ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଛି।ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ପରେ ଓଡ଼ିଶା ଆସୁଛନ୍ତି।

ପାଇଖାନା ଘରେ ପଡ଼ି ଚେତାଶୂନ୍ୟ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ରବିବାର ଦିହିପହର ସମୟରେ ନନ୍ଦନ କାନନ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀପାଇଖାନା ଘରେ ପଡ଼ି ଅଚେତ୍ ହୋଇପଡ଼ିଥିଲେ।ଅନ୍ୟ କର୍ମଚାରୀ ମାନେ ଜାଣି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ,ନନ୍ଦନକାନନର ଡାକ୍ତରଖାନା ପରିସରରେ ଥିବା ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ପ୍ରଶାନ୍ତ ବେହେରା(ପିଣ୍ଟୁ)ନାମକଅସ୍ଥାୟୀ କର୍ମଚାରୀ ରବିବାର କାମ କରୁଥିଲେ।ଦିହିପହର ସମୟରେ ପରିସରରେ ଥିବା ପାଇଖାନା ଘରକୁ ଯାଇଥିବା ବେଳେ କୌଣସି କାରଣ ବଶଃତ ପିଣ୍ଟୁ […]

ମନ୍ କି ବାତ୍’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଢ଼ା ପଞ୍ଚାୟତର ପଦାସାହି ସ୍ଥିତ ବୁଥନମ୍ବର–୩ଠାରେ ଆୟୋଜିତ ୧୩୬ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାଦାୟକ ସମ୍ବୋଧନ ଶ୍ରବଣ କରିଥିଲେ। ମନ୍ କି ବାତ୍ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶର ନାଗରିକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ସଂଳାପର ଏକ ସଶକ୍ତ ମାଧ୍ୟମ। ପ୍ରଧାନମନ୍ତ୍ରୀଙ୍କ […]

ଆଜିର ରାଶିଫଳ

୨୦୨ ମସିହା,ଜୁଲାଇମାସ,୨୬ତାରିଖ,ରବିବାର,ରଥଉପରେ ଶ୍ରୀଜୀଉଙ୍କର ଅଧରପଣା,ଶ୍ରୀଗରୁଡଶୟନ,କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ଶ୍ରୀରଘୁନାଥ ବେଶ।ଋତୁ-ବର୍ଷାଋତୁର(ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୩/୪୯🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୨/୧୭,ଆଷାଢ଼ମାସ, ଶୁକ୍ଳପକ୍ଷ, ଆଦିତ୍ୟବାସ,ତିଥି-ଦ୍ବାଦଶୀ ଦିବାଘ୧/୫୬ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର-ଜ୍ୟେଷ୍ଠାନକ୍ଷତ୍ର ମଳ ଦିବାଘ୮/୧୬ମିପର୍ଯ୍ୟନ୍ତ ତଦନ୍ତେ ମୂଳା ନକ୍ଷତ୍ର।ଚନ୍ଦ୍ର-ବିଛାଚନ୍ଦ୍ର ଦିବାଘ୮/୧୬ମିପର୍ଯ୍ୟନ୍ତ ତଦନ୍ତେ ଧନୁଚନ୍ଦ୍ର।ସୌର ଚଳନେ – କର୍କଟ ଦିନ ୧୦।ଈନ୍ଦ୍ରଯୋଗ ରାତ୍ରି ଘ୧୧/୨୯ମିପର୍ଯ୍ୟନ୍ତ ତଦନ୍ତେ ବୈଧୃତିଯୋଗ । କରଣ- ବାଳବକରଣ ଦିବା ଘ୧/୫୬ମିପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରି ଘ୩/୮ମିପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୧/୫୬ମି ପରେ ଦକ୍ଷିଣ ଦିଗରେ।ଅଗନ୍ତବ୍ୟ ତିଥି, ବୈଧୃତିଯୋଗ, ପାପସପ୍ତ […]

ଚିଲକୁ ନୂଆ ଜୀବନ ଦେଲେ ବିଘ୍ନେଶ୍ୱର

ବାରଙ୍ଗ,୨୪।୭(ଏସଏସନିଉଜ) ଆଜିକାଲି ମଣିଷ ମଣିଷକୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରୁଥିବା ବେଳେ ରାସ୍ତାରେ ଜୀବନ ମରଣ ସହ ସଙ୍ଘର୍ଷ କରୁଥିବା ଏକ ଚିଲକୁ ନୂଆ ଜୀବନ ଦେଇଛନ୍ତି ଯୁବକ।ଯୁବକଙ୍କ ଏହିଭଳି ପ୍ରୟାଶକୁ ସବୁଆଡୁ ପ୍ରଶଂସା ଆସିଛି।ଯୁବକ ଜଣଙ୍କ ହେଉଛନ୍ତି ନନ୍ଦନକାନନ ଥାନା ଅଂଚଳର କଳାଝାରି ଗ୍ରାମର ବିଘ୍ନେଶ୍ୱର ମହାନ୍ତି। ପଦାଶାହି ଗ୍ରାମ ରାସ୍ତା କଡରେ ଏକ ଚିଲ ଅସୁସ୍ଥ ଅବସ୍ଥାରେ ପଡି ଛଟପଟ ହେଉଥିଲା। ଉଡିପାରୁ ନଥିଲା। ଅନେକ ଲୋକ ଦେଖି ସେହି ବାଟରେ ଅଣଦେଖା କରି […]

ବାଜିରେ ଲାଗିଛି ଜୀବନ

ଛତିଶଗଡ,୨୪।୭(ଏସଏସନିଉଜ)ସରକାର ପିଲାମାନଙ୍କୁ ନିରାପଦ ଏବଂ ସୁଲଭ ଶିକ୍ଷା ଯୋଗାଇଦେଉ ଥିବାର ଦାବି କରିଆସୁଛନ୍ତି।କିନ୍ତୁ ଧର୍ମଜୟଗଡ଼ ବିକାଶବ୍ଲକର କ୍ରୋଣ୍ଡାଗ୍ରାମପଞ୍ଚାୟତରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି।ଏଠାରେ ଧର୍ମଜୟଗଡ଼ ଖାରଗାଓଁରେ ସ୍କୁଲରେ ପହଞ୍ଚିବାପାଇଁ ପ୍ରାୟ ୫୦ଜଣ ସ୍କୁଲ ପିଲା ଏବେବି ଏକ ବହିଯାଉଥିବା ନାଳ ପାରହୋଇ ନିଜ ଜୀବନକୁ ବାଜିଲଗାଇ ପାର ହେଉଛନ୍ତି।ବର୍ଷାଋତୁ ଆସିଲେ ପିଲାମାନଙ୍କର ଏହିଭଳି ଅସୁବିଧା ବୃଦ୍ଧିପାଏ।ପିଲାମାନେ ସାଇକେଲରେ ନାଳ ପାଖକୁ ଯାଆନ୍ତି।ସେଠାରେ ସାଇକେଲଛାଡି ଆଣ୍ଠୁଏ ପାଣିରେ ନାଳ ପାରହୁଅନ୍ତି।ଏହାପରେ ସେମାନେ ସ୍କୁଲରେ ପହଞ୍ଚିବାପାଇଁ ପ୍ରାୟ ଦୁଇ […]

ସୋଇଛି ଜନ୍ତୁ ବିଭାଗ

…ବାରଙ୍ଗ,୨୪।୭ (ଏସଏସନିଉଜ) ପ୍ରାଣୀ ଉଦ୍ୟାନ ର ୬୧ ନମ୍ବର ଖୁଆଡରେ ଜୀବନ ମରଣ ସହ ସଂଗ୍ରାମ କରୁଛି ୧୦ ବର୍ଷୀୟା ମାଈ ଜଳହସ୍ତୀ। ମୁହଁ ମାଡି ପଡିଛି, ସପ୍ତାହ ହେଲା ପାଣିରୁ ବାହାରୁନି କି କିଛି ଖାଉନି।ପାଣି ରେ ରହୁଥିବାରୁ ଚିକିତ୍ସା ପାଇ ପଶୁ ଚିକିତ୍ସକଙ୍କ ଚିନ୍ତା ବଢ଼ିଯାଇଛି କିନ୍ତୁ ପାଣିରୁ କିଭଳି ବାହାର କରାଯିବ ସେଥିପାଇଁ ଅନାଗ୍ରହ ଭାବେ ବସି ରହିଛି ଜନ୍ତୁବିଭାଗ। ଏହି ଜଳହସ୍ତୀ ଟି ପାଣିରୁ ବାହାରୁ ନଥିବାରୁ CWC ସହ ଭିଡିଓ […]