Browsing category

ମନୋରଞ୍ଜନ

ଆଜିର ରାଶିଫଳ

ମଇମାସ ୨୫ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,ତିଥି-ଦଶମୀ ରାତ୍ରି ଘ୦୪/୫୮ଗତେ ଏକାଦଶୀ,ନକ୍ଷତ୍ର-ଉତ୍ତରାଫା ରାତ୍ରୀ ଘ୦୪/୩୯ଗତେ ହସ୍ତା,ଚନ୍ଦ୍ର-ସିଂହ ଦିବ। ଘ୦୯/୪୩ ଗତେ କନ୍ୟା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୪୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୫ /୫୭,ଯୋଗିନୀ ଉତ୍ତରେ ରାତ୍ରି ୦୪/୫୮ଗତେ ଅଗ୍ନିକୋଣେ, ମିଥୁନରାଶିର ଘାତବାର,ବୃଷରାଶିର ଘାତଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୪/୩୮ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୦ଗତେ ଘ୦୮/୩୦ମଧ୍ୟେ,ବାରବେଳା-ଦିବା ଘ୦୩/୦୦ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୩୧ଗତେ ଘ୧୦/୦୦ମଧ୍ୟେ ଓ ରାତ୍ରି ଘ୦୯/୩୦ଗତେ ଘ୧୨/୪୩ମଧ୍ୟେ ଓ ରାତ୍ରି ଘ୦୨/୧୪ ଗତେ ଘ୦୩/୫୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୦୪/୪୮ ଗତେ ଘ୦୫/୫୦ ମଧ୍ୟେ,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ। ମେଷ-ଆଜି […]

ସିମ୍ପାଜିକୁ କୁଲର, ଭାଲୁକୁ ତରଭୂଜ…

ଭୁବନେଶ୍ୱର,୨୩।୫(ଏସଏସନିଉଜ)ମେମାସ ଶେଷହେବାକୁ ଯାଉଥିଲେ ବି ଓଡ଼ିଶାରୁ ଖରାକମିବାର ନାଁ ନେଉନି।ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ।ଏହି ଡ଼ହଡ଼ହ ଖରାରେମଣିଷ ଯେତିକି କଷ୍ଟ ପାଉଛନ୍ତି, ନିରୀହ ଜୀବଜନ୍ତୁଙ୍କଅବସ୍ଥା ବି ସେତିକି ଦୟନୀୟ।ଏହାକୁ ଦୃଷ୍ଟିରେରଖି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଚାଲିଛି ସ୍ୱତନ୍ତ୍ରପ୍ରସ୍ତୁତି। ଭୁବନେଶ୍ବରର ତାପମାତ୍ରା ୪୨ ଛୁଇଁଥିବା ବେଳେ ଗରମର ଅନୁଭୂତି ୪୫ଡ଼ିଗ୍ରୀରୁ ଅଧିକ ପରି ଲାଗୁଛି । ଏଭଳି ସ୍ଥିତିରେ ନନ୍ଦନକାନନ କର୍ତ୍ତୃପକ୍ଷ ଜୀବଜନ୍ତୁଙ୍କପାଇଁ ସମର ଆକ୍ସନପ୍ଲାନ୍ ଆରମ୍ଭ କରିଛନ୍ତି।ଖାଲି ଜୀବଜନ୍ତୁପାଇଁ ନୁହେଁ ଏଠାରେ ରାଜ୍ୟ ଓ ରାଜ୍ୟ […]

ଆଜିର ରାଶିଫଳ

ମଇମାସ ୨୪ତାରିଖ ୨୦୨୬ମସିହା(ରବିବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ, ତିଥି-ନବମୀ ରାତ୍ରି ଘ୦୪/୨୪ଗତେ ଦଶମୀ,ନକ୍ଷତ୍ର-ପୂର୍ବା ଫା ରାତ୍ରୀ ଘ୦୩/୨୭ ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୪୭, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୨୭,ଯୋଗିନୀ ପୂର୍ବେ ରାତ୍ରି ୦୪/୨୪ ଗତେ ଉତ୍ତରେ,ମେଷରାଶିର ଘାତବାର,କର୍କଟ ଓ ମକରରାଶିର ଘାତଚନ୍ଦ୍ର, ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୦୩/୨୭ ଗତେ ଦ୍ୱିପ।ଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୦୩ ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୮ ଗତେ ଘ୦୯/୧୩ ମଧ୍ୟେ ଓ ଘ୦୧/୨୧ଗତେ ଘ୦୨/୦୩ ମଧ୍ୟେ ଓ ରାତ୍ରି ଘ୦୭/୫୦ ଗତେ ଘ୧୧/୦୪ […]

ନନ୍ଦନକାନନରେ ପାଳନ ହେଲା…

ବାରଙ୍ଗ,୨୨।୫(ଏସଏସନିଉଜ) ସାରା ବିଶ୍ବ ମେ ୨୨ ତାରିଖରେ ‘ଜୈବିକ ବିବିଧତା ଅନ୍ତର୍ଜାତୀୟ ଦିବସ’ ପାଳନ କରୁଥିବା ବେଳେ ଏଥିରୁ ବାଦ୍ ପଡିନି ନନ୍ଦନକାନନ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ । ଏହି ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନର ଅଞ୍ଚଳକୁ କଭର କରି ନନ୍ଦନକାନନ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାୟୋବ୍ଲିଟ୍ଜ ୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଜୈବିକ ବିବିଧତା ପାଇଁ ୨୪ ଘଣ୍ଟିଆ ଏକ ଡକ୍ୟୁମେଣ୍ଟେସନ୍ ଇଭେଣ୍ଟ କାର୍ଯ୍ୟକ୍ରମ […]

ଆଜିର ରାଶିଫଳ

ମଇମାସ ୧୯ତାରିଖ ୨୦୨୬ମସିହା (ମଙ୍ଗଳବାର)ଜ୍ୟେଷ୍ଠମାସ(ମଳ)- ଶୁକ୍ଳପକ୍ଷ,ତିଥି- ତୃତୀୟା ଦିବାଘ୦୨/୩୨ଗତେ ଚତୁର୍ଥୀ,ନକ୍ଷତ୍ର- ମୃଗଶିରା ଦିବା ଘ୦୯/୨୬ ଗତେଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃଘ୦୫/୧୪/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୫୭,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୩୨ଗତେ ନୈଋତେ,ମକରରାଶିର ଘାତବାର,କନ୍ୟାରାଶିର ଘାତଚନ୍ଦ୍ର,ତୃତୀୟ।ରଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଥୀର ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ, କାଳବେଳା -ଦିବା ଘ୦୧/୨୦ଗତେ ଘ୦୨/୫୮ମଧ୍ୟେ,ବାରବେଳା-ଦିବା ଘ୦୬/୫୦ ଗତେ ଘ୦୮/୩୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୯ ମଧ୍ୟେ ଓ ଘ୦୯/୧୪ଗତେ ଘ୧୧/୩୫ ମଧ୍ୟେ ଓ ଘ୦୨/୫୯ଗତେ ଘ୦୩/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୪୧ ଗତେ ଘ୦୪/୨୫ମଧ୍ୟେ ଓ ରାତ୍ରି ଘ୦୮/୩୯ଗତେ ଘ୧୦/୧୫ମଧ୍ୟେ,ଅଦ୍ୟ ପୋଟଳ ଦିବା […]

କେନ୍ଦୁପାଟଣାରେ ଆରମ୍ଭ ହେଲା ଚନ୍ଦନଯାତ୍ରା

ଭୁବନେଶ୍ୱର,୧୭।୫(ଏସଏସନିଉଜ)ରାଜଧାନୀଉପକଣ୍ଠ କେନ୍ଦୁପାଟଣା ଗ୍ରାମରେ ପ୍ରତେକ ବର୍ଷପରି ଏବର୍ଷଚନ୍ଦନଯାତ୍ରା ରବିବାରରାତିରେ ମହାସମାରୋହର ସହ ଆରମ୍ଭ ହୋଇଛି।୩ଦିନଧରି ଚାଲିବାକୁଥିବା ସାଂସ୍କୃତିକକାର୍ଯ୍ୟକ୍ରମ ଯାତ୍ରା ଉସବର ଉଦଘାଟନ ହୋଇଯାଇଛି।ଏହାକୁ ଆନୁଷ୍ଠାନିକଭାବେ ଗ୍ରାମ୍ୟକମିଟି ସଭାପତି ମାନସକୁମାରଦାସ ଉଦଘାଟନ କରିଥିଲେ।ଅନ୍ୟମାନଙ୍କମଧ୍ୟରେ ଉପସଭାପତି ସୁକାନ୍ତଦାସ ଓ ପ୍ରଦୀପ୍ତବେଉରା,ସମ୍ପାଦକ ପବିତ୍ରଦାସ,କୋଷାଧକ୍ଷ ପ୍ରଦୀପ ନାୟକ,ଅକ୍ଷୟସାହୁ,ମୁଖ୍ୟଉପଦେଷ୍ଟା ଅଶୋକଭଟ,ସୁବ୍ରତଦାସ,ଗୋକୁଳ ବେଉରା,ବ୍ରଜକିଶୋରଦାସ,ଦେବଦାସ,ବାବୁଲାଦାସ,ରାକେଶଦାସ, ଲିଟୁଦାସ, ମନ୍ଦିରମହନ୍ତ ଅକ୍ଷୟକୁମାରଦାସ ପ୍ରମୁଖ ଉପସ୍ଥିତଥିଲେ।ପ୍ରଥମରାତିରେ ଆଖ ପାଖଗ୍ରାମର ବହୁଦର୍ଶକ ଉପସ୍ଥିତହୋଇ ହୋଇଥିବା ନାଟକକୁ ଉପଭୋଗ କରିଥିଲେ।(ଜିତରାଉତଙ୍କ ରିପୋର୍ଟ)

ଆଜିର ରାଶିଫଳ

୧୭-୫-୨୦୨୬(ରବିବାର)ମଳ ମାସ,ଅଦ୍ୟ ବୃଷ ଦି୩ନ, ଜ୍ୟେଷ୍ଠ ଶୁକ୍ଳ ପ୍ରତିପଦ ଦ୪୧।୧୫ ରାଘ୯ ।୪୪କୃତ୍ତିକା ଦ ୨୪।୪୫ ଦିଘ ୩।୯,ବୃଷଚନ୍ଦ୍ର ଦ୬୦।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)ବୃଷ ଦ୦/୧୫/୩୦ ଇଂଘ ୫/୧୪/୩୨ ଗତେ ଉଦୟ।ବିଛା ଦ୦/୨୦/୪୨ ଇଂଘ ୬/୧୨/୨୩ ଗତେ ଅସ୍ତ।ଯୋଗିନୀ ପୂର୍ବେ।ରାତ୍ରି ଘ୯ ।୪୪ ଗତେ ଉତ୍ତରେ ।ଯାତ୍ରା ନାସ୍ତି।ଅଦ୍ୟ ଔଷଧି କରଣ ଓ ଭକ୍ଷଣ,ତୈଳରନ୍ଧନ,ବାଣିଜ୍ୟକରଣ, ଋଣଦାନ, ନାମକରଣ।ଗତ ଦିବସ ନକ୍ଷତ ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି।ବିଛା ରାଶିର ଘାତଚନ୍ଦ୍ର।ମେଷରାଶିର ଘାତବାର।ଦିବା ଘ୩।୯ ଗତେ ମୃଗଶିରା ଆର୍ଦ୍ରା […]

ସୋମବାର ସୁଦ୍ଧା ସ୍ବାଭାବିକ ହେବ ସ୍ଥିତି

ଭୁବନେଶ୍ଵର,୧୬।୫(ଏସଏସନିଉଜ)ରାଜ୍ୟରେ ଦେଖାଦେଇଥିବା ତୈଳ ସଂକଟ ସୋମବାର ସଂଧ୍ୟା ସୁଦ୍ଧା ସ୍ଥିତି ସ୍ବାଭାବିକ ହେବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସା. ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।ସମସ୍ତ ପେଟ୍ରୋଲପମ୍ପକୁ ତୈଳ ଯୋଗାଣ ହେଉଛି।ଆସନ୍ତାକାଲି ରବିବାର ବି ତୈଳ ଯୋଗାଣ ହେବ।ତୈଳଯୋଗାଣ ହେଲେ ସୋମବାର ସଂଧ୍ୟା ସୁଦ୍ଧା ସ୍ଥିତି ସ୍ବାଭାବିକ ହେବ ବୋଲି କୁହାଯାଇଛି।

ଆଣ୍ଡାମାନ ଛୁଇଁଲା ମୌସୁମୀ

ଭୁବନେଶ୍ଵର,୧୬।୫(ଏସଏସନିଉଜ)ଆଣ୍ଡାମାନ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।ସମ୍ପୂର୍ଣ୍ଣ ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନର କିଛି ଅଂଶ ଛୁଇଁଲା।ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର।ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ ଛୁଇଁଲା ମୌସୁମୀ।ଆଣ୍ଡାମାନ ସାଗରର କିଛି ଅଂଶରେ ମଧ୍ୟ ଦକ୍ଷିଣପଶ୍ଚିମ ମୌସୁମୀ।

ଆଜିର ରାଶିଫଳ

୧୧-୫-୨୦୨୬(ସୋମବାର)ମେଷ ଦି୨୮ନ, ଜ୍ୟେଷ୍ଠ କୃଷ୍ଣ ନବମୀ ଦ୨୫।୫୩ ଦିଘ୩।୩୮,ଶତଭିଷା ଦ୫୨।୩୮ ରାଘ୨।୧୯,କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T)ମେଷ ଦ୩/୪୫/୪୫ ଇଂଘ ୫/୧୭/୩୦ ଗତେ ଉଦୟ।ତୁଳା ଦ୪/୩୭/୪୨ ଇଂଘ ୬/୧୦/୩୭ ଗତେ ଅସ୍ତ ।ଯୋଗିନୀ ପୂର୍ବେ । ଦିବା ଘ୩।୩୮ଗତେ ଉତ୍ତରେ।ଯାତ୍ରାଦି ଶୁଭକର୍ମ ନାସ୍ତି।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ମିଥୁନରାଶିର ଘାତବାର।ରାତ୍ରି ଘ୨।୧୯ ଗତେ ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଲେଷା […]