Browsing category

ଦେଶ ବିଦେଶ

ମେଡିକାଲରେ ଦୁର୍ଘଟଣା-ଅକ୍ସିଜେନ୍ ନେଲା ୨୨ରୋଗୀଙ୍କ ଜୀବନ

ଭୁବନେଶ୍ୱର,୨୧/୪(ସତ୍ୟସନ୍ଧାନ ଡେସ୍କ) ଅକ୍ସିଜେନ୍ ନେଲା ରୋଗୀଙ୍କ ଜୀବନ । ଯେଉଁ ଅକ୍ସିଜେନ୍ ରୋଗୀଙ୍କ ଜୀବନ ବଂଇଚାଇବାରେ ଆୟୁଧ ସାଜିଥାଏ ସେହି ଅକ୍ସିଜେନ ପାଇଁ ଆଜି ୨୨ଜଣଙ୍କର ଜୀବନ ଯାଇଛିା ମେଡିକାଲରେ ରଖାଯାଇଥିବା ଅକ୍ସିଜେନ୍ ସିଲିଣ୍ଡର ଲିକ୍ ହେବାରୁ ନାସିକ୍‌ର ଜାକିର୍ ହୁସେନ୍ ମେଡ଼ିକାଲରେ ୨୨ ଜଣଙ୍କ ଜୀବନ ଯାଇଛି। ଏହିସମୟରେ ମେଡିକାଲରେ ଚିକିସ୍‌ଧିନଥିବା ୧୭୧ଜଣ ରୋଗୀଙ୍କୁ ଅନ୍ୟମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଏହି ଦୁର୍ଘଟଣ। କିପରି ଘଟିଲା ଜାଣିବାପାଇଁ ପ୍ରଶାସନ ପକ୍ଷରୁ ଉ୍‌ଦ୍ୟମ ଆରମ୍ଭ ହୋଇଥିବାର ଜଣାପଡିଛି ।କେନ୍ଦ୍ର […]

ଧୋନୀଙ୍କ ବାପା-ମାଆ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୧/୪(ସତ୍ୟସନ୍ଧାନ ଡେସ୍କ) ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବାପା ଓ ମାଙ୍କୁ କରୋନା ହୋଇଥିବା ଜଣାପଡିଛି ।ତାଙ୍କୁ ଚିକିତ୍ସା ପାଇଁ ରାଞ୍ଚିର ପଲ୍ସ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମା’ ଓ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି ବୋଲି ଚିକିସ୍‌ସା କରୁଥିବା ଡାକ୍ତରଙ୍କ କହିଛନ୍ତି ।ଏବେ ଆଇପିଏଲ ମ୍ୟାଚ୍ ଚାଲିଥିବାରୁ ଧୋନି ମୁମ୍ୱାଇରେ ରହିଥିବାବେଳେ ତାଙ୍କ ବାପାମାଆ ଝାଡଖଣ୍ଡ ରାଞ୍ଚିରେ ରହୁଛନ୍ତି ।

ରାସ୍ତାକୁ ଓହ୍ଲାଇଲେ ମାଟ୍ରିକ ବିଦ୍ୟାର୍ଥୀ।

୧-ବିନା ଭକ୍ତରେ ଗଡ଼ିଲା ରୁକୁଣା ରଥ,ଗୋସାଗରେଶ୍ୱର ଛକ ସ୍କୁଲ ନିକଟରେ ଅଟକିଲା ରୁକୁଣା ରଥ, ଅନ୍ଧାର ହେବାରୁ ରଥ ଟାଣିବା ପାଇଁ ଅମଙ୍ଗ ହେଲେ ଖରଡ଼ା ସେବାୟତ। ୨-ଘଟଗାଁ:ଶନିବାର, ରବିବାର ଓ ମଙ୍ଗଳବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୩-କଟକରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା, କଟକଣା ଜାରି କଲା ସିଏମ୍‌ସି। ୪-ଭୁବନେଶ୍ୱରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଧର୍ମାନୁଷ୍ଠାନ, ପ୍ରବେଶ ଉପରେ ଲାଗିଲା କଟକଣା। ୫-ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣ କଲା କେନ୍ଦ୍ର: ଏଣିକି […]

ଚିନ୍ତାବଢାଇଲାଣି କୁମ୍ଭମେଲା ଫେରନ୍ତା

କଟକ ,୨୦/୪(ଏସଏସନିୟୁଜ) କରୋନା କୁ ନେଇ ରାଜ୍ୟରେ ଚିନ୍ତା ବଢୁଥିବାବେଳେ ପୁଣି ଚିନ୍ତାବଢାଇଲାଣି କୁମ୍ଭମେଲାରୁ ଫେରନ୍ତା ଶ୍ରଦ୍ଧାଳୁ ।କୁମ୍ଭମେଳାରୁ ଫେରି କଟକ ରେଲ୍‌ୱେ ଷ୍ଟେସନରେ ଓହ୍ଲାଇଥିବା ୩୦ଜଣଙ୍କ ମଧ୍ୟରୁ ୧୩ଜଣଙ୍କର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେମାନଙ୍କୁ ହୋମ୍ ଆଇସୋଲେସନରେ ରଖା ଯାଇଛି। ଆଜି ୨ଟି ଟ୍ରେନ୍‌ରେ କୁମ୍ଭମେଳା ଫେରନ୍ତା ଆସିବେ।ଫଳରେ କଟକ ରେଲ୍‌ୱେ ଷ୍ଟେସନରେ କୋଭିଡ ଟେଷ୍ଟ ଲାଗି ବ୍ୟବସ୍ଥା କରା ଯିବା ସହ ସିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ଏହାପଉରେ ତିକ୍ଷଣ ଦୃଷ୍ଟି ରଖିଥିବାର ଜଣାପଡିଛି […]

ICSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍

ନୂଆଦିଲ୍ଲୀ,୨୦/୪(ସତ୍ୟସନ୍ଧାନ ଡେସ୍କ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି CISCE(Council for the Indian School Certificate Examinations) ICSE(Indian School Certificate Examinations) ୨୦୨୧ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହୋଇଛି ।। ସିବିଏସଇ ପରେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ କାରିବା ସହ ଆଇସିଏସଇ ଦଶମ ପରୀକ୍ଷା ବାତିଲ ନେଇ ସିଆଇଏସସିଇ ନିଷ୍ପତ୍ତି ନେଇଛି । ଏଥିସହିତ ଆଇଏସସି ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରାଯାଇ ଏକାଦଶ ଶ୍ରେଣୀରେ ନାମ ଲେଖା ଲାଗି ସ୍କୁଲଗୁଡିକୁ ନିର୍ଦ୍ଦେଶ […]

ଗାଁ ମୁହାଁ ପ୍ରବାସୀ ଶ୍ରମିକ

୧-ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା, ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ଧାରା ଲାଗୁ । ୨-ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ଏଣିକି ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ହେବ ସଟଡାଉନ । ୩-ମଇ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ନାଗରିକ ମାନଙ୍କ ପାଇଁ ଟୀକାକରଣ ପ୍ରକ୍ରିୟା ଅନିର୍ବର୍ଯ୍ୟ ଅଟେ, ସମସ୍ତ ସରକାରୀ ସଞ୍ଚାଳିତ କୋଭିଡି କେନ୍ଦ୍ରରେ କରୋନା ଟୀକ୍କା ମାଗଣାରେ ଉପଲବ୍ଧ ହେବ । ୪-ପାଠ୍ୟକ୍ରମ ଶେଷ […]

କରୋନାରେ ସଂକ୍ରମିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୯/୪(ସତ୍ୟସନ୍ଧାନ ଡେସ୍କ)ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି ।ସଂକ୍ରାମିତ ହେବାପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେନେଇ ଯାଂଚ ଚାଲିଛି ।

୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ ବ୍ୟକ୍ତିଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ,୧୯/୪(ସତ୍ୟସନ୍ଧାନ ଡେସ୍କ) ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବି କରୋନା ଟିକା ଦିଆଯିବ । ପିଏମ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ କରିଥିବା ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କରୋନା ସଂକଟ ନେଇ ବରିଷ୍ଠ ଅଧିକାରୀଙ୍କ ଓ ଦେଶର ବଡ ବଡ ଡାକ୍ତର ବିଶେଷଜ୍ଞ ଓ ବଡ ଫାର୍ମା କମ୍ପାନୀମାନଙ୍କ ସହ ଆଲୋଚନା ଓ ଚର୍ଚ୍ଚା କରିଥିଲେ । ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକଟମୟ […]

ରେଳ ଷ୍ଟେସନ ପରିସରରେ ଓ ଟ୍ରେନ୍‍ ମଧ୍ୟରେ ମାସ୍କ୍‍ ପିନ୍ଧି ନଥିଲେ ୫୦୦ ଫାଇନ୍

ଭୁବନେଶ୍ବର :୧୭/୪(ଏସଏସଏନ୍) ରେଳ ଷ୍ଟେସନ ପରିସରରେ ଓ ଟ୍ରେନ୍‍ ମଧ୍ୟରେ ମାସ୍କ୍‍ ପିନ୍ଧି ନ ଥିଲେ ଯାତ୍ରୀମାନଙ୍କ ଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବ ଭାରତୀୟ ରେଳବାଇ । କରୋନା ମହାମାରୀ ବ୍ୟାପିବାକୁ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରତିଷେଧକ ମୂଳକ ପଦକ୍ଷେପ ଆଧାରରେ ଭାରତୀୟ ରେଳବାଇ ଏହି ନିଷ୍ପତ୍ତି ନେଇଛି। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜୋନ୍‍ର ମହା ପ୍ରବନ୍ଧକଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଏହା ବ୍ୟତୀତ […]

ଖୋଲା ବଜାରରେ ମିଳୁ କରୋନା ଟିକା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୭/୪(ଏସଏସଏନ୍) ଖୋଲା ବଜାରରେ ମିଳୁ  କରୋନା ଟିକା । ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ କେନ୍ଦ୍ରିତ କରିପାରିବେ। ତେଣୁ କୋଭିଡ୍‌-୧୯ ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍‌ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା […]