Browsing category

ଦେଶ ବିଦେଶ

ନନ୍ଦନକାନନକୁ ଆସିଲେ ନୂଆଅତିଥି

ବାରଙ୍ଗ,୩୧ା୮(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଗୁରୁବାରଦିନ ହାଇଦ୍ରାବାଦରୁ ହଳେ ଗୋଲଡେନ୍ ହ୍ୟାଣ୍ଡ୍ ତାମରିନ୍ ଓ ହଳେ ଗୁଣ୍ଡୁଚିମାଙ୍କଡ କ୍ରୟ କରି ନନ୍ଦନକାନନ କର୍ତୁପକ୍ଷ ଆଣିଛନ୍ତି ।ଯାହାଫଳରେ ନନ୍ଦନକାନନ ତାଲିକାରେ ପଶୁପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧିପାଇଛି । ତେଲେଙ୍ଗାନାର ଜନ୍ ଗ୍ରୋଭ୍ ଆଣ୍ଡ ଫାର୍ମଏହି ନୁତନ ଅତିଥିଙ୍କୁ ଆଣି ନନ୍ଦନକାନନରେ ପ୍ରଦାନ କରିଛି ।ଏହି ନୁଆ ଅତିଥି ନନ୍ଦନକାନନକୁ ଆସିବାପରେ ସେମାନଙ୍କ ସ୍ୱସ୍ଥ୍ୟ ପରୀକ୍ଷା ଏଠାକାର ଡାକ୍ତରମାନଙ୍କଦ୍ୱାରା କରାଯାଇଛି ।ଆସିଥିବା ୪ଜଣଅତିଥିଙ୍କୁ କ୍ୱାରେଟଂଟାଇନରେ ଡାକ୍ତରମାନଙ୍କ ନଜରବନ୍ଦିରେ ୧ମାସ ପର୍ଯ୍ୟନ୍ତ ସେମାନଙ୍କ ଉପରେ ତିକ୍ଷଣ […]

ଭାରତ ଆସିବେନି ଜିନପିଙ୍ଗ୍

ଭୁବନେଶ୍ୱର,୩୧।୮(ଏସଏସ ନିଉଜ)ଭାରତ ଆସିବେନି ଚୀନ୍ ରାଷ୍ଟ୍ରପତି ସି- ଜିନପିଙ୍ଗ୍।ଆସନ୍ତା ସପ୍ତାହରେ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ଆସିବେନି।ରଏଟର୍ସକୁ ଆଧାର କରି ଜାତୀୟ ଗଣମାଧ୍ୟମରେ ପ୍ରଚାର ଚାଲିଛି।

କଳାହାଣ୍ତିରୁ ଆରମ୍ଭହେଲା ବିମାନସେବା

କଳାହାଣ୍ତି,୩୧।୮(ଏସଏସନିଉଜ) କଳାହାଣ୍ତିବାସୀଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠୁ କାଳହାଣ୍ତିରେ ଆରମ୍ଭ ହୋଇଛି ବିମାନସେବା। କଳାହାଣ୍ତିଜିଲ୍ଲା କେସିଙ୍ଗାବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଆଜିଠୁ ପ୍ରଥମ ଥର ଲାଗି ବିମାନ ସେବା ଆରମ୍ଭ ହୋଇଛି । ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହାସହ ବିମାନ ବନ୍ଦରରୁ ସାଂସଦ ବସନ୍ତ ପଣ୍ଡା ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନଏୟାରର ଏକ […]

ସ୍ୱର୍ଣ୍ଣଜିତିଲେ ନୀରଜ କିଶୋର

ଭୁବନେଶ୍ୱର,୨୯।୮(ଏସଏସନିଉଜ)ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା।ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଜିତିଲେ ସ୍ୱର୍ଣ୍ଣପଦକ।ଜାଭଲିନରେ ୮୮.୧୭ ମିଟରକୁ ଥ୍ରୋ କରି ଜିତିଲେ ସ୍ୱର୍ଣ୍ଣ।ବିଶ୍ୱ ଆଥ୍‌ଲେଟିକ୍ସର ୪୦ ବର୍ଷ ଇତିହାସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ।ଅଲିମ୍ପିକ୍ସ , ରାଜ୍ୟଗୋଷ୍ଠୀ , ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପରେ ବିଶ୍ୱ କୀର୍ତ୍ତିମାନ।ପଞ୍ଚମସ୍ଥାନରେ ରହି ମନ ଜିଣିଲେ ଓଡ଼ିଆ ପୁଅ କିଶୋର ଜେନା।୮୪.୭୭ ମିଟର ସହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କଲେ କିଶୋର।ଅନ୍ୟତମ ଭାରତୀୟ ଡିପି ମନୁ ୮୪.୧୪ ମିଟର ସହ […]

ପୁଣି ନନ୍ଦନକାନନକୁ ଆସିବ ୫ନୂଆଜନ୍ତୁ

ବାରଙ୍ଗ,୨୭ା୮(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନୂଆ ଜୀବଜନ୍ତୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।ମିଜୋରାମର ଆଇଜଲ୍ ଚିଡିଆଖାନାରୁ ହଳେ ହୁଲକ୍ ଗିବନ୍,ହଳେ ଘୁଷୁରି ଲାଞ ମାକେକ୍ ଓ ଗୋଟିଏ ମାଈ ହିମାଳୟ କଳାଭାଲୁ ନନ୍ଦନକାନନ ଆସିବ।ଏହା ପ୍ରତିବଦଳରେ ନନ୍ଦନକାନନ କର୍ତ୍ତୁପକ୍ଷ ଗତ ମାର୍ଚ୍ଚମାସ ୨୭ତାରିଖରେ ପ୍ରାଣୀଉଦ୍ୟାନରୁ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣ ବାଘ କୁନ୍ଦନ ଓ ଅନ୍ୟଟି ୫ବର୍ଷର ମାଈ ସାଧାରଣ ବାଘୁଣୀ ଆଦ୍ୟାଶାକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ୍ ଚିଡିଆଖାନାକୁ ପଠାଇସାରିଛନ୍ତି ବୋଲି ନନ୍ଦନକାନନ ଊପନିର୍ଦେଶକ […]

ଅଗଷ୍ଟ୩୧ରୁ କଳାହାଣ୍ଡିର ଉତ୍‌କେଲାକୁ ଉଡ଼ିବ ବିମାନ

କଳାହାଣ୍ଡି,୨୭ା୮(ଏସଏସନିଉଜ) ଚଳିତମାସ ୩୧ ତାରିଖରୁ ଉତ୍‌କେଲାକୁ ଆରମ୍ଭ ହେବ ବିମାନ ଚଳାଚଳ। ଏହିଦିନ ସକାଳ୧୦ଟା୩୫ରେ ବିମାନଟି ଭୁବନେଶ୍ୱରରୁ ଉତ୍‌କେଲା ଅଭିମୁଖେ ଯାତ୍ରା କରିବାମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ପତାକାଦେଖାଇ ଏହାର ଶୁଭାରମ୍ଭକରିବେ। ସେହିପରି କେନ୍ଦ୍ର ବେସାମରିକଚଳାଚଳମନ୍ତ୍ରୀ ମଧ୍ୟ ଭିଡିଓକନ୍‌ଫରେନ୍ସ ମାଧ୍ୟମରେ ଉପସ୍ଥିତରହି ପତାକା ଦେଖାଇ ଏହାରଶୁଭାରମ୍ଭ କରିବେ। ଉତ୍‌କେଲା ହେବ ରାଜ୍ୟର ୫ମ ବିମାନବନ୍ଦର, ଯେଉଁଠାକୁ ବିମାନଉଡ଼ିବ।ପ୍ରତ୍ୟେକଦିନ ଗୋଟିଏଥର ବିମାନ ଚଳାଚଳକରିବ। ଅର୍ଥାତ୍ ଭୁବନେଶ୍ୱରରୁ ଉତକେଲାକୁ ଯିବ ଓ ସେଠାରୁ ଭୁବନେଶ୍ୱରକୁ ଫେରିବ।    

ବାଣବିସ୍ଫୋରଣରେ ଚାଲିଗଲା ୮ଜୀବନ

ଭୁବନେଶ୍ୱର, ,୨୭ା୮(ଏସଏସନିଉଜ)ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବାର ଜଣାପଡିଛି ।ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଛି । ଘର ଭିତରେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର‌୍ୟ୍ୟ ଚାଲିଥିବାର ଜଣାପଡିଛି ।ଆହତମାନଙ୍କୁ ବାରାସାଟଡାକ୍ତରଖାନାକୁ ଚିକିତ୍ସା […]

ଅକ୍ଟୋବରରେ ଓଡ଼ିଶାଆସିବେ ରାହୁଲଗାନ୍ଧୀ

ଭୁବ‌ନେଶ୍ବର,୨୫ା୮(ଏସଏସନିଉଜ) ରାହୁଲଗାନ୍ଧୀ ଅକ୍ଟୋବର ଶେଷସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।ଏହାସହ ପ୍ରିୟଙ୍କା ଗାନ୍ଧୀ ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଥିବାର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତିାତେବେ ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ଓଡ଼ିଶାର ୫ଜଣ ବିଧାୟକ ନୂଆଦିଲ୍ଲୀରେ ରାହୁଲଗାନ୍ଧୀଙ୍କୁ ଭେଟି ଓଡ଼ିଶାଗସ୍ତ ନେଇ ଆଲୋଚନା କରିଛନ୍ତି।  

ରାତିରେ ଖୋଲିବ ନନ୍ଦନକାନନ!

ବାରଙ୍ଗ,୨୩ା୮(ଏସଏସନିଉଜ)ରାତିରେ ଖୋଲିବାକୁ ଯାଉଛି ପ୍ରାଣିଉଦ୍ୟାନ ନନ୍ଦନକାନନ ।ଆଉ କେହି ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁଆସି ନିରାଶରେ ଫେରିବେନାହିଁ ।ସନ୍ଧ୍ୟାପରେ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଉଥିବା ନନ୍ଦନକାନନ ରାତିରେ ଖୋଲିବାନେଇ ନନ୍ଦନକାନନ ପକ୍ଷରୁ ଜାତୀୟଚିଡିଆଖାନା ପ୍ରାଧିକରଣଙ୍କ ପାଖରେ ପ୍ରସ୍ଥାବ ରହିଛିି ।ତେବେ ଏହାର ଅନୁମୋଦନକୁ ଅପେକ୍ଷା କରିଛି ନନ୍ଦନକାନନ ।ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ।ପ୍ରାଥମିକପର୍ଯ୍ୟାୟରେ ନନ୍ଦନକାନନର ପରିସିମାକୁ ବୃଦ୍ଧିକରିବାପାଇଁ ଚୁଡଙ୍ଗ ଓ କୃଷ୍ନନଗର ଅଂଚଳକୁ ସାମିଲ କରାଯାଇ ନନ୍ଦନକାନନର ସମୁଦାୟ ପରିସିମାକୁ ୧୦୪୩ହେକ୍ଟର ପରିମିତ ଜାଗାକୁ […]

ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର,୨୩ା୮(ଏସଏସନିଉଜ) ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସଂଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ା୬ଟା୪ରେ ସଫ୍ଟ ଲ୍ୟାଣ୍ଡିଂ କରାଇବା ISRO ଲକ୍ଷ ରଖିଛି ଲ୍ୟାଣ୍ଡରା ବିକ୍ରମର ଅବତରଣ ପରେ ରୋଭର ‘ପ୍ରଜ୍ଞାନ’ ବାହାରିବ ସନ୍ଧ୍ୟା ୫ଟା ୨୦ରୁ ଚନ୍ଦ୍ରରୁ ଲାଇଭ କରିବISRO  ।ତେବେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣ ଅନୁକୋଣରେ ଚାଲିଛି ପୂଜାର୍ଚ୍ଚନା ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ […]