ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ -ଶାହ

ଭୁବନେଶ୍ଵର,୧।୫(ଏସଏସନିୟୁଜ)ପହଲଗାମ୍ ହମ୍‌ଲା ପରେ ଆତଙ୍କବାଦୀଙ୍କୁ ଅମିତ ଶାହ କଡ଼ା ଚେତାବନୀ ଦେଇଛନ୍ତି।ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ କହିଛନ୍ତି ଶାହ।ଆତଙ୍କବାଦର ମୂଳୋତ୍ପାଟନ କରିବୁ ଓ କଡ଼ା ଜବାବ୍ ଦିଆଯିବ।ଆତଙ୍କବାଦ ବିରୋଧରେ ଆମର ଜିରୋ ଟଲେରାନ୍ସ ନୀତି।କୌଣସି ପରିସ୍ଥିତିରେ ବି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ।ଆତଙ୍କବାଦ ବିରୋଧ ଲଢ଼େଇରେ ସାରା ବିଶ୍ବ ଆମ ସହ ଅଛି ବୋଲି ଶାହ କହିଛନ୍ତି।

Comments (0)
Add Comment