Browsing category

ରାଜନୀତି

୭୯ତମ ସ୍ବାଧିନତା ଦିବସ

ମେଣ୍ଢାଶାଳ,୧୫।୮(ଏସଏସନିଉଜ)୭୯ତମ ସ୍ବାଧିନତା ଦିବସ ମେଣ୍ଢାଶାଳ ଗ୍ରାମରେ ମହା ସମାରୋହର ସହ ପାଳିତ ହୋଇଯାଇଛି ।ସେବା ସମବାୟ ସମିତି ଠାରେ ଏକ ବର୍ଣ୍ଣାଢ଼୍ୟ ପତାକା ଉତୋଳନ ଅନୁଷ୍ଟିତ ହୋଇଯାଇଛି।ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବୋର୍ଡ ଅଫ ଡାଇରେକ୍ଟରଙ୍କ ସମେତ ବ୍ୟାଙ୍କର ବରିଷ୍ଟ ଅଧିକାରୀ ସନ୍ତୋଷ କୁମାର ମଙ୍ଗରାଜ,ଭାସ୍କର ଚନ୍ଦ୍ର ସୁବୁଦ୍ଧି,ହରିହର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।ସମ୍ପାଦକ ହିମାଂଶୁ ସାମନ୍ତ ରାୟ ଧନ୍ୟବାଦ୍ ଦେଇଥିଲେ।ସେହିପରି ମେଣ୍ଢାଶାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଡ. ମୋହନ ହେମ୍ରମ […]

୭୯ ତମ ସ୍ୱାଧୀନତା ଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫।୮(ଏସଏସନିଉଜ)କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ଓ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ମିଳିତ ସହଯୋଗରେ ଆଜି ୭୯ ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ମୁଖ୍ଯଅତିଥି ଭାବେ ବିଶିଷ୍ଟ ସମାଜସେବୀ ମୃତ୍ୟୁଞ୍ଜୟ ମହାନ୍ତି ଓ ବିଦ୍ୟାଳୟର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ବିଶିଷ୍ଟ ସମାଜସେବୀ ଜୟପ୍ରକାଶ ମିଶ୍ର ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ […]

ପୁଣି ଚର୍ଚ୍ଚାରେ ମଧୁପୁର ପଞ୍ଚାୟତ

କଟକ,୧୫।୮(ଏସଏସନିଉଜ)ବିଭିନ୍ନ ଜନହିତକର କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ମଧୁପୁର ପଞ୍ଚାୟତ ଏଥର ପୂଜ୍ୟପୂଜାଙ୍କୁ ସମ୍ମାନ ଦେଇ ବେଶ୍ ଚର୍ଚ୍ଚିତ ହୋଇଛି ।ସ୍ଵାଧୀନତା ଦିବସରେ ଅଞ୍ଚଳର ୫୦୦ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରି ସମସ୍ତଙ୍କ ପାଇଁ ଆଲୋଚନାର ଖୋରାକ ସାଜିଛି। ବାରଙ୍ଗ ବ୍ଲକ ଅନ୍ତର୍ଗତ ମଧୂପୂର ଗ୍ରାମପଞ୍ଚାୟତ ତରଫରୁ ପଞ୍ଚାୟତ ସ୍ତରିୟ ସମ୍ବର୍ଦ୍ଧନା ଓ ପୁରସ୍କାର ବିରତଣି ସଭା ସ୍ଵାଧୀନତା ଦିବସରେ ଅନୁଷ୍ଟିତ ହୋଇଯାଇଛି।ଏଥିରେମୁଖ୍ୟଅତିଥି ଭାବେ ବିଜେପି ନେତା ତୃଷାରକାନ୍ତ ଚକ୍ରବର୍ତ୍ତୀ ଓ ସମ୍ମାନିତ ଅତିଥି ଭାବେ […]

୨୦୨୬ରେ ପଞ୍ଚାୟତର ପୁନର୍ଗଠନ

ଭୁବନେଶ୍ବର,୧୩।୮(ଏସଏସନିଉଜ)ଲୋକଙ୍କୁ ସହଜରେ ସରକାରୀ ସୁବିଧା ମିଳିବା ନେଇ ୨୦୨୬ରେ ପଞ୍ଚାୟତର ପୁନର୍ଗଠନ ପାଇ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥି ନିମନ୍ତେ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟିଙ୍କ ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ସମ୍ମତି ଜଣାଇଛନ୍ତି ।୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୨୬ରେ ପଞ୍ଚାୟତ ପୁନର୍ଗଠନ ହେବ।ଏବେ ଓଡ଼ିଶାରେ ୬୮୦୧ଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ପଞ୍ଚାୟତ ପୁନର୍ଗଠନ ପରେ ଆଗକୁ ରାଜ୍ୟରେ କେତେ ସଂଖ୍ୟକ ନୂଆ ପଞ୍ଚାୟତ ସୃଷ୍ଟି ହେବ ତାହା ଜଣାପଡିନି।

ବାରଙ୍ଗରେ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

କଟକ, ୧୨।୮ (ଏସଏସନିଉଜ) ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଙ୍ଗ ବ୍ଲକର ୩୨ନଂ ଜୋନର ବିଜେପି କାର୍ଯ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳବାର ଦିନ ହୋଇଛି। ଜିଲ୍ଲା ପରିଷଦ ସଭ୍ୟ ତୃଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ସାଂସଦ ପ୍ରତିନିଧୂ ଭୁପତି ପାଣି, ବିଜେପି ମଣ୍ଡଳ ସଭାପତି ସୁନିଲ ସ୍ବାଇଁ,ସମିତିସଭ୍ୟକିଶନ କୁମାର ଜେନା,ସମିତିସଭ୍ୟଦିପକ ସ୍ବାଇଁ, ପ୍ରମୋଦ ବିଷୋୟୀ, ପ୍ରଚିନା ଦାସ, ଅଶ୍ଵିନୀ ସାହୁ, ପ୍ରତାପ ଚନ୍ଦ୍ର ମଣ୍ଡଳଙ୍କ ସମେତ ବହୁ ବିଜେପି କର୍ମୀ ଏଥିରେ ସାମିଲ […]

ଆତ୍ମହତ୍ୟା କଥା ଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୮(ଏସଏସନିଉଜ)ଆତ୍ମହତ୍ୟା କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ।ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ କଲେ। ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି ବୋଲି ପଚାରିଲେ।ଅଭିଯୋଗ କରିବାକୁ ଆସିଛନ୍ତି, ନିଶ୍ଚିନ୍ତ ଶୁଣାଯିବ କହିଲେ ମୁଖ୍ୟମନ୍ତ୍ରୀ।ଯଦି ଆପଣଙ୍କ ଦାବି ଯାଥାର୍ଥ ଥିବ, ତାହେଲେ ହକ୍‌ ନିଶ୍ଚୟ ପାଇବ।ଅଭିଯୋଗ କରିବା ବେଳେ କହୁକହୁ କହିଦେଲି କହିଲେ ଅଭିଯୋଗକାରୀ।

୮୨ ବର୍ଷ ବୟସରେ ପାଦ ଦେଲେ

ଭୁବନେଶ୍ବର,୧୦।୮(ଏସଏସନିଉଜ)ମାଡିଚାଲ ଡାଇଲଗ ସାଙ୍ଗକୁ ଓଃ ବିୟୁଟିଫୁଲ୍,ରେଡିତ ଭଳି ଡାଇଲଗ କହି ବେଶ୍ ଚର୍ଚ୍ଚାରେ ଥିବା ସୁର ରାଉତରାୟ ଆଜି ୮୨ ବର୍ଷ ବୟସରେ ପାଦ ଦେଇଛନ୍ତି। ପ୍ରତିବର୍ଷ ଭଳି ଆଜି ବେଶ ଧୁମଧାମରେ ନିଜ ଜନ୍ମଦିନ ପାଳିଛନ୍ତି।ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଟିକେଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ […]

ଗୋହତ୍ୟା ବନ୍ଦ ପଦକ୍ଷେପ ନିଅ:-ହାଇକୋର୍ଟ

ଭୁବନେଶ୍ୱର,୭।୮(ଏସଏସନିଉଜ)ରାଜ୍ୟରେ ଗୋହତ୍ୟା ବନ୍ଦ ପାଇଁ କଡ଼ା ପଦକ୍ଷେପ ନିର୍ଦ୍ଦେଶ ଆସିଛି।ବନ୍ଦ ପାଇଁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।ଗୋହତ୍ୟା ନିରୋଧ ଆଇନ ୧୯୬୦ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ।ଗୋଜ୍ଞାନ ଅନୁଷ୍ଠାନ ପକ୍ଷରୁ ହୋଇଥିଲା ଜନସ୍ବାର୍ଥ ମାମଲା ହୋଇଥିଲା।ଆବେଦନକାରୀ କଟକରେ କିଛି ଘଟଣାକୁ ଦର୍ଶାଇଥିଲେ।

ଖଟିଆରେ ଗଲେ ଶବ ହୋଇ ଫେରିଲେ

ନବରଙ୍ଗପୁର,୭।୮(ଏସଏସନିଉଜ) ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଜବାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।ଦେଶ ସ୍ୱାଧୀନତା ର ଦୀର୍ଘବର୍ଷ ପରେ ବି ପକ୍କା ରାସ୍ତାଟିଏ ନାହିଁ ।କେବଳ ସେତିକି ନୁହେଁ ଖଟିଆ ରେ ବୁହାହୋଇ ଯାଇ ଶବ ହୋଇକି ଘରକୁ ଫେରିବାର ଘଟଣା ଗ୍ରାମବାସୀଙ୍କ ଦୁଃଖ ବଢ଼ାଉଦେଇଛି।ମୈଦଲପୁର ପଞ୍ଚାୟତ ଜବାଗୁଡା ଗ୍ରାମର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀଙ୍କ ଜ୍ୱର ନଛାଡ଼ିବାରୁ ଗୁରୁତର ଅବସ୍ତାରେ ତାଙ୍କୁ ଡାକ୍ତରଖାନାକୁ ନେବାକୁ ପଡ଼ିଥିଲା।କିନ୍ତୁ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ […]

ଚକୁଳିଆ ପଣ୍ଡା ବେଶରେ ଗୀତ ବୋଲିଲେ

ମେଣ୍ଢାଶାଳ,୩୧।୭(ଏସଏସନିଉଜ)ଭୁବନେଶ୍ୱର ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ଜନସାଧାରଣ ବଜ୍ରପାତରୁ ସୁରକ୍ଷା ପାଇବାପାଇଁ ଚକୁଳିଆ ପଣ୍ଡାଙ୍କ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଗୁରୁବାରଦିନ ମେଣ୍ଢାଶାଳ ପଞ୍ଚାୟତରେ ଆରମ୍ଭ କରାଯାଇଛି।ଚକୁଳିଆ ପଣ୍ଡା ସେମାନଙ୍କ ଗୀତ ମାଧ୍ୟମରେ ମେଣ୍ଢାଶାଳ ଗ୍ରାମ ଓ ବଜାରରେ ଗ୍ରାମବାସୀ ଓ ଦୋକାନୀମାନଙ୍କ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସରଂପଚ କୌଶଲ୍ୟା ବଳିଆର ସିଂହ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଦିପ୍ତିମୟୀ ନାୟକ ପରିଚାଳନା କରିଥିଲେ।ଚଳିତବର୍ଷ ବର୍ଷାଋତୁରେ ମେଣ୍ଢାଶାଳ ଗାଆଁରେ ଘଟି ଦୁଇଟି ନଡିଆଗଛ ଓ ଏକ ଚାଳଘର ଉପରକୁ […]