Browsing category

ରାଜନୀତି

ଆନ୍ଦୋଳନ ବନ୍ଦ ହେବନି – ଡ୍ରାଇଭରସଂଘ

ଭୁବନେଶ୍ୱର,୧୧।୭(ଏସଏସନିଉଜ)ଆନ୍ଦୋଳନ ବନ୍ଦ ହେବନି ବୋଲି କହିଲେ ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି।ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି।ଆନ୍ଦୋଳନରେ ସାମିଲ୍ ହେବାକୁ ୩୦ ଜିଲ୍ଲାର ଡ୍ରାଇଭରଙ୍କୁ ଅନୁରୋଧ କରୁଛି।ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି।ତେଣୁ ଆମେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା, ଆନ୍ଦୋଳନ ବନ୍ଦ ହେବନି ବୋଲି ମେଣ୍ଡୁଲି କହିଛନ୍ତି।

ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି

ଭୁବନେଶ୍ୱର,୧୧।୭(ଏସଏସନିଉଜ) ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ତାଙ୍କ ସମ୍ବୋଧନରେ କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ୍‌ କିପରି ଅଛି ପ୍ରଶ୍ନ କରୀଥିଲେ।କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ସରକାର ଗରିବଙ୍କୁ ଲୁଟୁଛନ୍ତି ବୋଲି କହିଥିଲେ ରାହୁଲ।ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି।ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି।ମହାରାଷ୍ଟ୍ରରେ ନୂଆ ୧ଲକ୍ଷ ଭୋଟର୍ କିପରି ଆସିଲେ ଓମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି ବୋଲି କହିଥିଲେ।ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି […]

ଗାଁକୁ ଆସୁନି ପିଇବା ପାଣି, ଶୁଣୁନାହାନ୍ତି ଅଧିକାରୀ

ଭୁବନେଶ୍ୱର,୯।୭(ଏସଏସନିଉଜ)ସାମାନ୍ୟ ଟିକେ ପାଣି ପାଇଁ ଗ୍ରାମବାସୀମାନେ ନାହିଁନଥିବା ହଇରାଣ ହରକତ ହେଲେଣି ।ଦିନେ ନୟହେଁ କି ଦୁଇଦିନ,ଏହାଭିତରେ ୧୦ଦିନ ବିତିବାକୁ ବସିଲାଣି,ତଥାପି ଅଧିକାରୀମାନଙ୍କ କୁମ୍ଭକର୍ଣ ନିଦ ଭାଙ୍ଗିବାର ନାଁଧରୁନାହିଁ ।ଏହିଭଳି ଚିତ୍ର ରାଜଧାନୀ ଉପକଣ୍ଠ ବାଲିପଡ଼ା, କଣ୍ଟୁଣିଆ ଗ୍ରାମରେ ଦେଖିବାକୁ ମିଳିଛି । ଗତ୧୦ଦିନହେବ ସାମାନ୍ୟ ଟିକେ ପିଇବାପାଣିପାଇଁ ନାହିଁନଥିବା ହଇରାଣ ଓ ହରକତ ଗ୍ରାମବାସୀମାନଙ୍କୁ ହେବାକୁ ପଡିଛି ।ବର୍ଷା ଲାଗିରହିଥିବାରୁ ଖାଲଖମା ସହ କେତେକ ସ୍ଥାନରେ ଗାଁ ମଧ୍ୟ ଏକ ପ୍ରକାର ଜଳବନ୍ଦୀ ସ୍ଥିତି ଉପୁଜିଛି […]

ବଦଳିଲା ସ୍କୁଲ ପରୀକ୍ଷା ନିୟମ

ଭୁବନେଶ୍ୱର,୯ା୭(ଏସଏସନିଉଜ)ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୂଚନା ଅନୁସାରେ ଆଉ ନାହିଁ ସବୁ ଶ୍ରେଣୀରେ ପାସ୍‌ ବ୍ୟବସ୍ଥାାପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ଆସିଛି ।ପରୀକ୍ଷାରେ ଫେଲ୍‌ ହେଲେ ୨ମାସରେ ପୁନଃ ପରୀକ୍ଷା ଦେବୋପୁଣି ଫେଲ୍‌ ହେଲେ ସେହି ଶ୍ରେଣୀରେ ରହିବୋପ୍ରାଥମିକ ଶିକ୍ଷା ନସରିବା ଯାଏ ସ୍କୁଲରୁ ବିଦା କରାଯିବନି ବୋଲି ସୁଚନା ଦିଆଯାଇଛି ।  

ଜଗନ୍ନାଥପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୯।୭(ଏସଏସନିଉଜ)ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ।ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ।୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ।BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ।

ଡିସଚାର୍ଜ ହେଲେ ନବୀନ

ଭୁବନେଶ୍ୱର,୭ା୭(ଏସଏସନିଉଜ) ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟ ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ଗତ ଜୁନ ମାସ ୨୦ ତାରିଖରେ ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର ପାଇଁ ନବୀନ ମୁମ୍ବାଇ ଯାଇଥିଲେ । ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୨ ତାରିଖରେ ସଫଳତାର ସହ ଅସ୍ତ୍ରୋପଚାର ହୋଇଥିଲା। ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରସିଦ୍ଧ ସ୍ପାଇନ ସର୍ଜନ ରାଜଶେଖର ଓ ତାଙ୍କ ଟିମ୍ ୪ ଘଣ୍ଟା ଧରି ସଫଳ […]

ମନମୋହନ ହେବେ ରାଜ୍ୟ ବିଜେପି ସଭାପତି!

ଭୁବନେଶ୍ୱର,୭।୭(ଏସଏସନିଉଜ)ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେବାର ଆଶା ସ୍ପଷ୍ଟ ହୋଇଯାଇଛି। ସେ ଏକ ମାତ୍ର ପ୍ରାର୍ଥୀ ଭାବେ ଦଳୀୟ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ସଂଜୟ ଜୟସ୍ବାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ବିଜେପି ସଭାପତି ଘୋଷଣା ହେବ।

ଡିସିପି ଅଫିସରେ ଆତ୍ମସମର୍ପଣ କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୩।୭(ଏସଏସନିଉଜ)ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ ଆସିଛି।ସୋମବାର ଦିନ ବିଏମ୍‌ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଛନ୍ତି। ଏହି ଘଟଣାକୁ ନେଇ ଓଏଏସ୍‌ ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି। ବିଜେପିର ବରିଷ୍ଠନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଯାହାଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ବିଏମ୍‌ସି ଅତିରିକ୍ତ […]

ବିଜେପିପାର୍ଟି କାର୍ୟ୍ୟାଳୟରେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର,୨ା୭(ଏସଏସନିଉଜ) ବୁଧବାର ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ବରସ୍ଥିତ ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ୟ୍ୟାଳୟରେ ଭେଟି ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଏହି ଘଟଣାକୁ ଦୁଖଦାୟକ ଓ ନିନ୍ଦନୀୟ ଓ ମୁଁ ଏହାକୁ କଡ଼ା ଶଦ୍ଦରେ ନିନ୍ଦା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିାସେ କହିଛନ୍ତି ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ […]

ଶରଧାବାଲିରେ ଅଘଟଣ

ପୁରୀ,୨୯।୬(ଏସଏସନିଉଜ)ପୁରୀ ଶରଧାବାଲିରେ ଅଘଟଣ ଘଟିଛି। ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର ୪ଟାରେ ପହଡ଼ ଖୋଲିବା ପରେ ଦର୍ଶନପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା।ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ କହିଛନ୍ତିଲ ସିଏମ୍‌।ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।ଏହିଭଳି ଏକ ଦାରୁଣ ଦୁଃଖକୁ […]