ଚେନାବବ୍ରିଜ୍ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର,୨୬ା୩(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀବୈଷ୍ଣବ କଶ୍ମୀର ଭ୍ୟାଲିଠାରେ ଥିବା ଚେନାବ୍ ବ୍ରିଜ୍ ପରିଦର୍ଶନ କରିବା ସହ ଉଦ୍ଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସେବା ପ୍ରୋଜେକ୍ଟରକାର୍ଯ୍ୟ ତଦାରଖ କରିଛନ୍ତି ।
Browsing category
ଭୁବନେଶ୍ୱର,୨୬ା୩(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀବୈଷ୍ଣବ କଶ୍ମୀର ଭ୍ୟାଲିଠାରେ ଥିବା ଚେନାବ୍ ବ୍ରିଜ୍ ପରିଦର୍ଶନ କରିବା ସହ ଉଦ୍ଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସେବା ପ୍ରୋଜେକ୍ଟରକାର୍ଯ୍ୟ ତଦାରଖ କରିଛନ୍ତି ।
ଭୁବନେଶ୍ୱର,୨୪ା୩(ଏସଏସନିଉଜ)ରାହୁଲଗାନ୍ଧିଙ୍କ ପଦ ରଦ୍ଦ ପ୍ରସଙ୍ଗରେ ଈଔଚ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଯେ, ତରବରଭାବେ ନିଷ୍ପତ୍ତି ନିଆଯିବାଉକ୍ତି ଅଯୌକ୍ତିକା ସୁପ୍ରିମକୋର୍ଟ ସ୍ପଷ୍ଟଭାବେ କହିଛନ୍ତିଯେ ଦୋଷୀସାବ୍ୟସ୍ତ ହେଲେ ପଦ ଯିବ ।ଅନ୍ୟପଟେ ଏପ୍ରିଲରେ ୱାୟନାଡ଼ ଉପନିର୍ବାଚନ ତାରିଖ ଘୋଷଣା ସମ୍ଭାବନାରହିଛି ।କେରଳ ୱାୟନାଡ଼ରୁ ଲୋକସଭା ସାଂସଦଥିଲେ ରାହୁଲାରାହୁଲଗାନ୍ଧିଙ୍କ ସାଂସଦପଦ ରଦ୍ଦପରେ ଉପନିର୍ବାଚନ ସମ୍ଭାବନା ଦେଖାଦେଇଛି ।ଏହାର ପ୍ରତିବାଦରେ କୋର୍ଟକୁଯିବେରାହୁଲ ବୋଲି ଜଣାପଡିଛି ।
ଭୁଵନେଶ୍ବର ,୨୩ା୩(ଏସଏସନିଉଜ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ଆଜି ଅପରାହ୍ନରେ ନବୀନନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରିବାସହିତ ତିନିରଥର କାଠତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହାସହିତ ରୂପାତାରକସିର କାରୁକାର୍ୟ୍ୟ ଓ ଛେନାପୋଡ଼ ମଧ୍ୟ ଉପହାର ଦେଇଥିଲେ।ଏହି ଅବସରରେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶା ବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇଏକର ଜମି […]
ଭୁବନେଶ୍ୱର,୨୩ା୩(ଏସଏସନିଉଜ)ବିଜେପି ମଙ୍ଗ ଧରିବାପରେ ମନମୋହନ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି୨୦୨୪ରେ ଆମେ ଗଢିବୁ ସରକାର ।ସମସ୍ତଙ୍କୁନେଇ କାମକରିବି । ‘ଗୋଟିଏ ଟିମ୍ ହୋଇ କାମକରିବୁ । ତେବେ ଏଥିପାଇଁ ମୋତେ ସମସ୍ତଙ୍କ ସହଯୋଗ ଲୋଡା ।ଲୋକ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପିକୁବି ଧୀରେଧୀରେ ଲୋକେ ବାଛିଲେଣି । ଗତନିର୍ବାଚନରେ ଏହା ପ୍ରମାଣିତ ହୋଇସାରିଛି ।
ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ସହ ଜାମିନ ମଞ୍ଜୁର। ଜାମିନ ମଞ୍ଜୁର କଲେ ସୁରତ ଜିଲ୍ଲା କୋର୍ଟ।
ମନମୋହନସାମଲ ହେଲେ ରାଜ୍ୟ ବିଜେପିସଭାପତି ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି। ନିଯୁକ୍ତି ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ସଭାପତି ଦାୟିତ୍ୱ ମିଳିଛି।
ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ଅପରାହ୍ନ ସାଢ଼େ ୪ଟାରେ ନବୀନନିବାସ ଯାଇ ମମତା ନବୀନଙ୍କୁ ଭେଟିବେ।ମମତା କହିଛନ୍ତି ଯେ, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ମମତା ସେତେବେଳେ ଆସିପାରିନଥିଲେ, ହେଲେ ପ୍ରତିଶ୍ରୁତି ଦେଇଥିଲେଯେ, ଯେତେବେଳେ ଓଡ଼ିଶା ଆସିବେ, ନବୀନଙ୍କୁ ନିଶ୍ଚୟ ଭେଟିବେ l ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଛନ୍ତି ।
ଭୁବନେଶ୍ୱର,୨୨ା୩(ଏସଏସନିଉଜ)ମୁଖ୍ୟ ଶାସନସଚିବ ପ୍ରଦୀପଜେନାଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।SJTMର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟକରିବେ ।SJTM ପୁରୀମନ୍ଦିରର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିବୋ ପୁରୀମନ୍ଦିରର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାର ସାଧାରଣପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ୱର,୨୨ା୩(ଏସଏସନିଉଜ)ରାଜ୍ୟରେ ୧୧ହଜାର ୭୧୦ଟି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇନି ।ମୋହନମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷାମନ୍ତ୍ରୀ ସମୀରଦାଶ ଏହିଭଳି ଉତର ଦେଇଥିଲେ ।୨୧ହଜାର୦୬୫ ସ୍କୁଲରେ ଖେଳପଡ଼ିଆ ନାହିଁ’ ।୪୧ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ ।୬ ହଜାର ୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସ ରୁମ୍ ନାହିାଁ୬୦୧୧ସ୍କୁଲରେ ଛାତ୍ରଅନୁପାତରେ ଶିକ୍ଷକ ନାହାନ୍ତି ।୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟହାର ୨୭.୨୬ା ଅନ୍ୟପଟେ ରାଜ୍ୟରେ ମୋଟ ୫୩ହଜାର ଶିକ୍ଷକ ନିଯୁକ୍ତି ହେବେ । ସେଥିମଧ୍ୟରୁ ୨୦୨୬ଜଣଙ୍କ ନିଯୁକ୍ତିପ୍ରକ୍ରିୟା ଆରମ୍ଭ ହୋଇଥିବାନେଇ ଗୃହରେ ବିଦ୍ୟାଳୟ ଓ […]
ପୁରୀ, ୨୨ା୩(ଏସଏସନିଉଜ) ପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ପୁରୀଯାଇ ଶ୍ରୀମନ୍ଦିରରେ ଘଣ୍ଟାଏ କାଳ ରହି ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।ଭିତରକାଠରେ ଜଗନ୍ନାଥଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇଯାଇଥିଲେ ।ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିଥିଲେ ମମତା ବାନାର୍ଜୀ। ମମତାଙ୍କ ନାଁରେ ମାନସିକ ବାନା ଚଢ଼ାଇଲେ କୌଳିକ ପଣ୍ଡାା