Browsing category

ଖେଳ

ବିଶ୍ୱକପହକି ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ସଭାପତି ତାୟାବଇକ୍ରାମ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି ସଫଳତାରସହ ବିଶ୍ୱକପହକି ଆୟୋଜନକରିଥିବାରୁ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତିାମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଭାରତୀୟହକିକୁ ନୂଆରୂପ ଦେବା ସହ ଓଡ଼ିଶାରେ ଦୁଇଦୁଇଥର ହକିବିଶ୍ୱକପ ଆୟୋଜନ କରିବାର ସଫଳତା ଲାଭକରିଛିା

ବରବେଶରେ କ୍ରିକେଟର ଅକ୍ଷରପଟେଲ

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ବରବେଶରେ କ୍ରିକେଟର ଅକ୍ଷରପଟେଲ ଦେଖିବାକୁମିଳିଛି ।ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାରଅଲ୍‌ରାଉଣ୍ଡରକ୍ରିକେଟର ଅକ୍ଷରପଟେଲ। ଗତକାଲି ସେ ବାନ୍ଧବୀ ତଥା ଦୀର୍ଘ ଦିନର ପ୍ରେମିକା ମେହା ପଟେଲଙ୍କୁ ବିବାହ କରିଛନ୍ତି । ଗତ ବର୍ଷ ସେମାନଙ୍କର ନିର୍ବନ୍ଧ ହୋଇଥିବା ବେ‌ଳେ ଏବେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଅକ୍ଷରଙ୍କପତ୍ନୀ ମେହା ଜଣେ ସୋସିଆଲ୍ ମିଡିଆଷ୍ଟାର୍‌। ସେ ସୋସିଆଲ୍ ମିଡିଆରେ ରିଲ୍ସବନାଇ ଖୁବ୍ ଲୋକପ୍ରିୟତା ଅର୍ଜନକରିଛନ୍ତି।  

ଗ୍ରାଣ୍ଡସ୍ଲାମ୍ ଟେନିସରୁ ସାନିଆ ନେଲେ ଅବସର

ଭୁବନେଶ୍ୱର,୨୭ା୧(ଏସଏସନିଉଜ)ଗ୍ରାଣ୍ଡସ୍ଲାମ୍ ଟେନିସରୁ ଅବସର ନେଲେ ଟେନିସ ତାରକା ସାନିଆ ମିର୍ଜା। ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟପରେ ଅବସରନେଲେ ସାନିଆ। ଆଜି ଅଷ୍ଟ୍ରେଲିଆନ୍ ‘ମିକ୍ସଡ୍ ଡବଲ୍‌ସ୍‌’ ଫାଇନାଲ୍ ମ୍ୟାଚରେ ‘ରନର୍‌-ଅପ୍‌’ ହୋଇ ଗୌରବମୟ ଟେନିସ୍ କ୍ୟାରିୟର୍ ଶେଷ କଲେ ସାନିଆ ମିର୍ଜା କ୍ଷ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ବ୍ରାଜିଲୀୟ ଯୋଡ଼ି ଲୁଇସା ଷ୍ଟିଫାନି ଏବଂ ରାଫେଲ୍ ମ୍ୟାଟୋସ୍‌ଙ୍କଠାରୁ ୬-୭ (୨-୬) ଏବଂ ୨-୬ରେ ହେଲେ ପରାସ୍ତ ।ଏଥିସହ ଶେଷହୋଇଛି ସାନିଆମିର୍ଜାଙ୍କର ଗୌରବମୟ ଟେନିସ୍ କ୍ୟାରିୟର୍‌। ଦୁଃସାହସିକ […]

ବାର୍ଷିକକ୍ରିଡାପୁରସ୍କାର ପ୍ରଦାନ ଉସ୍‌ବ

ମେଣ୍ଢାଶାଳ,୨୩/୧(ଏସଏସନିଉଜ)ମେଣ୍ଢାଶାଳ ସରକାରୀଉଚ୍ଚବିଦ୍ୟାଳୟ ପରିସରରେ ସୋମବାରଦିନ ବାର୍ଷିକ କ୍ରିଡା ପ୍ରତିଯୋଗୀତାରେ କୃତିତ୍ୱଅର୍ଜ୍ଜନକରିଥିବା ପିଲାମାନଙ୍କୁ ପୁରସ୍କାରପ୍ରଦାନ କରାଯାଇଥିଲା ।ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀବିଶ୍ୱାଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉସ୍‌ବରେ ସ୍କୁଲକମିଟିସଭାପତି ରମାକାନ୍ତ ମହାପାତ୍ର ,ଅଲୁମିନା କମିଟିସଭାପତି ସନ୍ତୋଷକୁମାରରାୟ. ଉପସଭାପତିମନୋଜକୁମାରସାମନ୍ତରାୟ, ବରିଷ୍ଟନାଗରିକ ଭରତଚନ୍ଦ୍ର ରାଉତରାୟ, ପଦ୍ମଚରଣ ବଡଜେନା, ସୁରେନ୍ଦ୍ରନାଥସାମନ୍ତାରାୟ,ସରମ୍ପଚ କୈାଶଲ୍ୟା ବଳିୟାରସିଂହ, ପୁର୍ବତନ ସରମ୍ପଚ ମମତାବେହେରା,ପୁର୍ବତନଶିକ୍ଷକ ଭାସ୍କରଚନ୍ଦ୍ରସୁବୁଦ୍ଦି ପ୍ରମୁଖ ଅତିଥିଭାବେ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାରପ୍ରଦାନ କରିଥିଲେ ।ସିନିୟରବିଭାଗରେ ଶୁବାଶିଷମହାପାତ୍ର ଓ ଅନିତା ସିଂହ ଚମ୍ପିୟାନ ହୋଇଥିବାବେଳେ ଜୁନିୟରବିଭାଗରେ ଲକ୍ଷ୍ମୀପଟ୍ଟନାୟକ ଓ ମହମଦ ଉସାଉଦ୍ଦୀନ ଚମ୍ପିୟତାନ ହୋଇଥିଲେ […]

ଭୁବନେଶ୍ବରରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର,୧୯।୧(ଏସଏସ ନିଉଜ) ଓଡ଼ିଶାରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ । ହକି ବିଶ୍ବକପ୍‌ ପାଇଁ ନବୀନଙ୍କ ନିମନ୍ତ୍ରଣ ରଖି ଓଡ଼ିଶାକୁ ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ସେଠାକାର କ୍ରୀଡ଼ା ମନ୍ତ୍ରୀ ଉଦ୍ଧୟାନିଧି ଷ୍ଟାଲିନ୍ । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟସ୍ବାଗତ କରାଯାଇଛି।

ଆଜିଠୁ ବିଶ୍ବକପ ଲଢ଼େଇ

ଭୁବନେଶ୍ୱର,୧୩ା୧(ଏସଏସନିଉଜ)ଆଜିଠୁ ପୁରୁଷ ହକି ବିଶ୍ବକପ-୨୦୨୩ ଆରମ୍ଭ ହେବାକୁଯାଉଛି । ଆରମ୍ଭ ହେବାକୁଥିବା ହକି ବିଶ୍ୱକପ୍ ମହାସମରେ ବିଶ୍ୱର ବଛାବଛା ୧୬ଟିମ୍ ମଧ୍ୟରେ ହେବ ଟକ୍କରା ବିଶ୍ବକପ ପାଇଁ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକାବିଶ୍ବକପ୍ ଭିଲେଜରେ ରାତ୍ରିଯାପନ କରିବେ ନବୀନ ବୋଲି ଜଣାପଡିଛି ।

ମହିଳା କ୍ରିକେଟରଙ୍କ ଝୁଲନ୍ତାମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ନିଖୋଜଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତାମୃତଦେହ ଗୁରୁଡିଝାଟିଆଥାନା ନିକଟସ୍ଥ ଘଂଚଜଙ୍ଗଲରୁ ଠାବ ହୋଇଛି । ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ଓଡ଼ିଶା କୋଚା୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲାରେ ଦର୍ଶାଯାଇଛି ।୨୫ଜଣିଆ ମହିଳାକ୍ରିକେଟ ପ୍ରଶିକ୍ଷଣଶିବିରରେ ସେ ଯୋଗଦେଇଥିଲୋକଟକର ଏକ ହୋଟେଲରେ ରହି ନୟମିତଭାବେ ଟ୍ରେନିଂଶିବରକୁ ଯାଉଥିଲେ ।ରାଜଶ୍ରୀଙ୍କ କଲ୍ ଡିଟେଲ୍ସ ପାଇଛି ପୋଲିସ  ।କଟକ ବିଡ଼ାନାସିରେ ରହୁଥିବା ରାଜଶ୍ରୀଙ୍କର ଉଊଇ-ଧବଳେଶ୍ବର ଓରଣ୍ଡାପର୍ଯ୍ୟନ୍ତ ମିଳିଲା […]

ଉଦଘାଟିତହେଲା ବିଦ୍ୟାଳୟ ବାର୍ଷିକକ୍ରୀଡା

ବାରଙ୍ଗ,୧୨/୧(ଏସଏସନିଉଜ)ଉତ୍ତମ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସବୁ କ୍ଷେତ୍ରରେ ସଫଳତାର ବାଟ ଦେଖାଏ ବୋଲି ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୪ତମ ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରି ସମାଜସେବୀ ତଥା କେନ୍ଦୁପାଟଣା ଗ୍ରାମ ମୁରବୀ ମାୟାଧର ନାୟକ କହିଛନ୍ତି।ବିଦ୍ୟାଳୟ ପରିଚାଳନା କମିଟିସଭାପତି ଜଗନ୍ନାଥଭଞଙ୍କ ନେତୃତ୍ବରେ ଆୟୋଜିତଉତ୍ସବରେ ପ୍ରଧାନଶିକ୍ଷକ ଯୋଗେନ୍ଦ୍ରସେନାପତିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ସମାଜସେବୀ ମାୟାଧର ନାୟକ,ଦାଢା ପଞ୍ଚାୟତ ନାଏବ୍ ସରପଞ୍ଚ ରଣଞିତ୍ ଦାସ,ଅକ୍ଷୟ ଦାସ,ପ୍ରଶାନ୍ତ […]

ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆମ୍ୟାଚ

ଭୁବନେଶ୍ୱର,୧୨।୧(ଏସଏସ ନିଉଜ)ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ । ଦିନ ସାଢେ ଗୋଟାଏରୁ କୋଲକାତାର ଇଡେନ ଗାର୍ଡେନରେ ହେବ ଖେଳ । ଆଜି ମ୍ୟାଚ୍ ଜିତି ସିରିଜ ଜିତିବାକୁ ଉଦ୍ୟମ କରିବ ଭାରତ । ୩ ଟିକିଆ ସିରିଜରେ ଏବେ ୧-୦ରେ ଆଗୁଆ ରହିଛି ମେନ ଇନ୍ ବ୍ଲୁ । ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ରୋହିତ ବାହିନୀ । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭହେଲା ହକିବିଶ୍ବକପ୍

କଟକ,୧୧ା୧(ଏସଏସନିଉଜ) କଟକର ଐତିହାସିକ ବାରବାଟୀଷ୍ଟାଡିୟମରେ ରଙ୍ଗାରଙ୍ଗକାର୍ଯ୍ୟକ୍ରମରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ସନ୍ଧ୍ୟାରେଏହାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଆତିଥ୍ୟ ପ୍ରଦାନରେ ଓଡ଼ିଶାର ନାମ ରହିଛି। ଏଥିନିମନ୍ତେପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାର ସବୁପ୍ରକାରର ସମର୍ଥନ ଯୋଗାଇଥିବାରୁ ଏହି ଅବସରରେ ଉଦ୍‌ବୋଧନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲୋଉଦଘାଟନୀ ସମାରୋହରେ କେନ୍ଦ୍ରକ୍ରୀଡାମନ୍ତ୍ରୀ ଅନୁରାଗଠାକୁର, . ଏଫ୍‌ଆଇଏଚ୍ ସଭାପତି ତଥା ବିକ୍ରମ, ହକି ଇଣ୍ଡିଆ ସଭାପତି […]