Browsing category

ଖେଳ

ବିଶ୍ବ ମହିଳାବକ୍ସିଂରେ ଭାରତର ସଫଳତା

ଭୁବନେଶ୍ୱର,୨୬ା୩(ଏସଏସନିଉଜ) ବିଶ୍ବ ମହିଳାବକ୍ସିଂରେ ଭାରତର ନିଖାତ ଜରିନ୍‌ଙ୍କ ସଫଳତା ଅର୍ଜ୍ଜନ କରିଛନ୍ତି ।ଦ୍ବିତୀୟ ଥରପାଇଁ ସ୍ବର୍ଣ୍ଣପଦକ ଜିତିଛନ୍ତି ନିଖାତା ୨ ଥରର ଏସୀୟଚାମ୍ପିଅନ ଗୁୟେନ ଥିଟାମଙ୍କୁ ହରାଇ ଦେଶପାଇଁ ସ୍ବର୍ଣ୍ଣପଦକକୁ ଉତ୍ସର୍ଗ କରିଛନ୍ତି ନିଖାତ ଜରିନ୍ ।

ହକିପ୍ରୋଲିଗ୍ ଟିକେଟ୍ ପାଇଁ ଲମ୍ବାଲାଇନ୍

ଭୁବନେଶ୍ୱର,୬।୩(ଏସଏସ ନିଉଜ)ହକି ପ୍ରୋଲିଗ୍ ଟିକେଟ୍ ପାଇଁ ଲମ୍ବା ଲାଇନ୍ ହୋଇଛି। ବିର୍ସାମୁଣ୍ଡାଷ୍ଟାଡିୟମ ଆଗରେ ସକାଳୁସକାଳୁ ହକିପ୍ରେମୀଙ୍କ ଭିଡ ଲାଗିଛି lଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ହକି ପ୍ରୋଲିଗମ୍ୟାଚ ।ଏଥିପାଇଁ ଆଜିଠାରୁ ଅଫ୍ ଲାଇନରେ ଟିକେଟ୍ ବିକ୍ରି ହେବାକୁ ଯାଉଛି । ଟିକଟ ନେବାକୁ ଦୁଇଟି ଟିକେଟ କାଉଣ୍ଟର ବ୍ୟବସ୍ଥା ହୋଇଛି ।

ସରିନି ହକି ହିସାବ !

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)ବିଶ୍ବକପ୍ ହକିରେ କେତେଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସରିନି। ଖର୍ଚ୍ଚ ନେଇ ଚୂଡ଼ାନ୍ତ ହିସାବ ହୋଇନି କହିଲେ କ୍ରୀଡ଼ାମନ୍ତ୍ରୀ। ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ଏହି ସୂଚନା ଦେଇଥିଲେ।ବିଶ୍ବକପ ପାଇଁ ରାଜ୍ୟ ବଜେଟରେ ୭୫ କୋଟିର ବ୍ୟୟବରାଦ ହୋଇଥିଲା। ‘ଆୟୋଜନ ବାବଦରେ ହୋଇଥିବା ଖର୍ଚ୍ଚର ଚୂଡ଼ାନ୍ତ ହିସାବ ହୋଇନି’। ‘କଟକ ଉଦଘାଟନୀ ଉତ୍ସବର ସବୁ ଖର୍ଚ୍ଚ ହକି ଇଣ୍ଡିଆ ବହନ କରିଥିଲା ବୋଲି ସେ କହିଥିଲେ।

ସହିଦ ପିଣ୍ଡିକି ବାହୁବଳେଦ୍ର ପ୍ରିମିୟମଲିଗ କ୍ରିକେଟ ଉଦଯାପିତ

ମେଣ୍ଢାଶାଳ,୧୮ା୨(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅର୍ନ୍ତଗତ ଦାରୁଠେଙ୍ଗ ପିଣ୍ଡିକପଡ଼ିଆରେ ଚାଲିଥିବା ସପ୍ତମବାର୍ଷିକ ସହିଦ ପିଣ୍ଡିକପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣାମେଂଟ ରବିବାରଦିନ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲମ୍ୟାଚ୍ ଗ୍ଲୋବାଲ ରାଇଜିଙ୍ଗଷ୍ଟାର ଟିମ୍ ଓ ବାବାବ୍ଲାଷ୍ଟର ଟିମ୍ ମଧ୍ୟରେ ହୋଇଥିଲା ।ବାବାବ୍ଲାଷ୍ଟର ଟଚ ଜିତି ଫିଲ୍ଡିଙ୍ଗ ନିଷ୍ପତି ନେଇଥିଲା ।ଗ୍ଲୋବାଲ କୋଡ଼ିଏ ଓଭର ଖେଳି ପାଞ୍ଚୱିକେଟ୍ ହରାଇ ୧୭୭ ରନ ସଂଗ୍ରହ କରିପାରିଥିଲା । ସୁରଜ ୬ଟି ଛକାମାରି ୬୬ ରନ କରିଥିଲା ।ବାବାବ୍ଲାଷ୍ଟର ୧୬ଓଭରରେ ସମସ୍ତୱିକେଟ୍ ହରାଇ ୧୦୪ରନ ସଂଗ୍ରହକରି ପରାସ୍ତ […]

ଦ୍ରୁତତ୍ତମ ବ୍ୟାଟସ୍‌ମ୍ୟାନ୍‌ ହେଲେ ବିରାଟକୋହଲି

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)୨୫,୦୦୦ ଆନ୍ତର୍ଜାତିକ ରନ୍‌ ସଂଗ୍ରହ କରି ଦ୍ରୁତତ୍ତମ ବ୍ୟାଟସ୍‌ମ୍ୟାନ୍‌ ହୋଇଛନ୍ତି ବିରାଟ କୋହଲି lଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟ୍‌ର ଦ୍ବିତୀୟ ଇନିଙ୍ଗ୍‌ସ୍‌ରେ ଆଜି ୧୨ ରନ୍‌ ସଂଗ୍ରହ କରିବା ପରେ ଭାରତୀୟ କ୍ରିକେଟ୍‌ ଖେଳାଳି ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୫,୦୦୦ ରନ୍‌ ସମ୍ପୂର୍ଣ୍ଣ କରି ଦ୍ରୁତତ୍ତମ ବ୍ୟାଟ୍‌ସ୍‌ମ୍ୟାନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି ।

ଆଜି ଭାରତ-ୱେଷ୍ଟଣ୍ଡିଜ୍ ମଧ୍ୟରେ ଲଢ଼େଇ ହେବ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପରେ ଆଜି ଭାରତ-ୱେଷ୍ଟଣ୍ଡିଜ୍ ମଧ୍ୟରେ ଲଢ଼େଇ ହେବ ।ଗ୍ରୁପ୍-୨ରେଥିବା ଏହି ଦୁଇଦଳ ପରସ୍ପରକୁ ଆଜି ଭାରତୀୟ ସମୟ ସନ୍ଧ୍ୟା ସାଢ଼େ୬ଟାବେଳେ ନ୍ୟୁଜିଲାଣ୍ଡର କେପ୍‌ଟାନ୍‌ରେ ଭେଟିବେ।କ୍ରିକେଟପ୍ରେମି ଏହି ମ୍ୟାଚ୍‌କୁ ଷ୍ଟାରସ୍ପୋଟ୍ସରେ ଦେଖିପାରିବେ। ଏହାଛଡ଼ାDisney+ Hotstar app and website ଜରିଆରେ ମଧ୍ୟ ଦେଖିପାରିବେ।

ଭାରତର ବିଶାଳ ବିଜୟ

ଭୁବନେଶ୍ୱର,୧୧ା୨(ଏସଏସନିଉଜ) ନାଗପୁରଟେଷ୍ଟରେ ଭାରତର ବିଶାଳ ବିଜୟ ହୋଇଛି ।ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଇନିଂସ ବିଜୟ ହାସଲ କରିଛି ।ଗୋଟେ ଇନିଂସ ଓ ୧୩୨ ରନ୍‌ରେ ଜିତିଛି ଭାରତ । ଦ୍ବିତୀୟ ଇନିଂସରେ ୯୧ ରନ୍‌ରେ ଅଷ୍ଟ୍ରେଲିଆ ଅଲଆଉଟ୍ । ପ୍ରଥମ ଇନିଂସରେ ଜାଡେଜାଙ୍କୁ ଓଦ୍ବିତୀୟ ଇନିଂସରେ ଅଶ୍ବିନୀଙ୍କୁ ୫ଟି ଲେଖାଏଁ ୱିକେଟ୍ ମିଳିଛି ।  

ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ

ବାରଙ୍ଗ,୧୦ା୨(ଏସଏସନିଉଜ)ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଦାଢ଼ା ପଞ୍ଚାୟତର କେନ୍ଦୁପାଟଣା ସ୍ଥିତ ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ଭଞ୍ଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ  ସୁଶାନ୍ତକୁମାରରାଉତ ଯୋଗଦେଇଥିଲେ।ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ଦାଢ଼ା ସରପଞ୍ଚ ନିଶିପଦ୍ମା କାଣ୍ଡି, କଲ୍ୟାଣପୁର ସରପଞ୍ଚ ଦେବରାଜ ଭୋଇ,ଭଗବାନ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।ବିଦ୍ୟାଳୟର କୁନି […]

ନାଗପୁର ପିଚ୍‌କୁ ନେଇ ଅସନ୍ତୁଷ୍ଟ ହେଲେ ରାହୁଲଦ୍ରାବିଡ

ଭୁବନେଶ୍ୱର,୮ା୨(ଏସଏସନିଉଜ) IND vs AUSପ୍ରଥମ ଟେଷ୍ଟରେ ନାଗପୁର ପିଚ୍‌କୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ରାହୁଲ ଦ୍ରାବିଡ ।ଏନେଇ କ୍ୟୁରେଟରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଛି ।ଭାରତ ଏବଂ ଅଷ୍ଟ୍ରେଲିଆମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟସିରିଜର ପ୍ରଥମମ୍ୟାଚ୍ ନାଗପୁର ପଡିଆରେ ଆସନ୍ତାକାଲି ଖେଳାଯିବ ।ନାଗପୁରରେ ଏକ ସ୍ପିନିଂଟ୍ରାକ୍ ପାଇଁ ରାହୁଲଦ୍ରାବିଡ଼ କରିଛନ୍ତି ଦାବି । ଭାରତପାଇଁ ଏହି ଟେଷ୍ଟସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣଅଟେ ।ଭାରତ ଯଦି ଆଇସିସିୱାଲର୍ଡ ଟେଷ୍ଟ ଚାମ୍ପିୟନସିପ୍ ୨୦୨୧-୨୩ର ଫାଇନାଲରେ ସ୍ଥାନ ହାସଲକରିବାକୁ ଚାହୁଁଛି, ତେବେ ଏହି ସିରିଜ […]

ଆତ୍ମରକ୍ଷା ପ୍ରଶିକ୍ଷଣଶିବିର ଉଦଯାପିତ

ବାରଙ୍ଗ,୨୯।୧(ଏସଏସ ନିଉଜ)ବାରଙ୍ଗ କୁଞ୍ଜବିହାରି ମହାବିଦ୍ୟାଳୟ ପରିସରରେ ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀ ମାନଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛି ।ଏହିଅବସରରେ ମହାବିଦ୍ୟାଳୟ ଅଧକ୍ଷ ପ୍ର. ପ୍ରତାପକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଶାସନିକଅଧିକାରୀ ଡ଼. ଲିପିପୁଷ୍ପା ନାୟକ, ଅନିଲ ପାଢ଼ୀ, ଡ଼. ପୁଷ୍ପରାଣୀ ସତପଥି, ରୋସେଳିନ ଦେବି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ପ୍ରମାଣପତ୍ର ଓ ଆତ୍ମରକ୍ଷା ପୁସ୍ତିକା ରିଆକ୍ଟ ପ୍ରଦାନ […]