ଭୁବନେଶ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍
ଭୁବନେଶ୍ବର,୭।୧୨(ଏସଏସନିଉଜ)ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର।କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ ଉଭୟ ଟିମ୍।ହୋଟେଲ ପରିସରରେ ଉଭୟଦଳ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ T-20।
Browsing category
ଭୁବନେଶ୍ବର,୭।୧୨(ଏସଏସନିଉଜ)ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର।କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ ଉଭୟ ଟିମ୍।ହୋଟେଲ ପରିସରରେ ଉଭୟଦଳ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ T-20।
ଭୁବନେଶ୍ୱର,୨୮।୯(ଏସଏସ ନିଉଜ)ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା।ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ ପାଇଛନ୍ତି।ଅଜିତ ଅଗରକର ଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ।ନୂଆ ସଦସ୍ୟଭାବେ ଆର୍ପି ସିଂ ସାମିଲ, ସ୍ଥାନ ବଜାୟରଖିଲେ ଅଜୟ ରାତ୍ରା।
ଭୁବନେଶ୍ୱର,୨୮।୯(ଏସଏସ ନିଉଜ)ମିଥୁନ ମାନହସ BCCIର ନୂଆ ସଭାପତି ଭାବେ ମନୋନୀତ ହୋଇଛନ୍ତି।BCCI ଏଜିଏମ୍ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।ଜମ୍ମୁ-କାଶ୍ମୀରର ପ୍ରଥମବ୍ୟକ୍ତି ଭାବେ ପାଇଲେ BCCIର ସର୍ବୋଚ୍ଚ ପଦ।ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ ସମ୍ପାଦକ, ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ଓ ପ୍ରଭତେଜ ସିଂ ଭାଟିଆ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।
ଭୁବନେଶ୍ୱର,୨୧।୯(ଏସଏସନିଉଜ)ଶସ୍ତା ହେବ ଟ୍ରେନ୍ରେ ମିଳୁଥିବା ପାଣି ବୋତଲ ରେଳ ନୀର।୧୫ଟଙ୍କା ବଦଳରେ ୧୪ଟଙ୍କାରେ କିଣିବେ ଯାତ୍ରୀ।ଅଧାଲିଟର ରେଳ ନୀରର ଦାମ୍ ୧୦ଟଙ୍କା ବଦଳରେ ହେବ ୯ଟଙ୍କା।ସେପ୍ଟେମ୍ବର ୨୨ରୁ ଲାଗୁ ହେବ ନୂଆ ଦର।
ଭୁବନେଶ୍ବର,୧୦।୮(ଏସଏସନିଉଜ)ପୁରୁଷ ୪୦୦ ମିଟର ଫାଇନାଲରେ ବାଜି ମାରିଲା ଭାରତ।ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କଲେ ଭାରତୀୟ ଖେଳାଳି।୪୫.୭୨ ସେକେଣ୍ଡ ସହ ପ୍ରଥମ ସ୍ଥାନ ଅଧିକାର କଲେ ଟି.କେ ଵିଶାଲ ।ମହିଳା ୪୦୦ ମିଟର ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କଲେ କର୍ଣ୍ଣାଟକର ଜି.କେ ବିଜୟାକୁମାରୀ।୫୩.୪୦ ସେକେଣ୍ଡରେ ୪୦୦ ମିଟର ଅତିକ୍ରମ କଲେ ବିଜୟା।ପୁରୁଷ ୧୦୦ ମିଟର ଫାଇନାଲରେ ବିଜୟୀ ହେଲେ ମାଲେସିଆର ମହମ୍ମଦ ଆଜିମ।୧୦.୩୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କଲେ ମହମ୍ମଦ।ପଦକ ହରାଇଲେ ଓଡ଼ିଆ […]
କଟକ, ୪।୮(ଏସଏସନିଉଜ)କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଇତିହାସ ରଚିଲେ ସାଇ ସ୍ୱରୂପସ୍ୱାଇଁ। ଗୁଜୁରାଟର ଅହମଦାବାଦରେ ଅନୁଷ୍ଠିତ ୫୧ ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ୧ମ କାଂସ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗର୍ବ ଆଣିଦେଇଛନ୍ତି ସାଇ ସ୍ୱରୂପ। ଦୀର୍ଘ ୩୫ ବର୍ଷ ପରେ ଓଡ଼ିଶା ପାଇଁ ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ କାଂସ୍ୟ ପଦକ ପାଇ ଇତିହାସ ରଚିଛନ୍ତି ବାରଙ୍ଗ ମାଟିର ପୁଅ ସାଇ ସ୍ୱରୂପ। ବାରଙ୍ଗ ବ୍ଲକ ବ୍ରାହ୍ମଣୀ ଗାଁ ବାସିନ୍ଦା […]
ଭୁବନେଶ୍ୱର,୩୧।୭(ଏସଏସନିଉଜ)ଅଗଷ୍ଟ ୯ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟକିସ୍ତି ବୋଲି ସୂଚନା ଦେଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସେ କହିଛନ୍ତିଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ପ୍ରତି ୬ ମାସରେ ୫ ହଜାର ମିଳୁଛି।ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ ହୋଇଛି।୨ଲକ୍ଷ ଆବେଦନର ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି।ଅନ୍ୟପଟେ ଅଗଷ୍ଟ ୨ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କାବାରଣାସୀରୁ ଚାଷୀଙ୍କ […]
ଭୁବନେଶ୍ୱର,୨୯।୬(ଏସଏସନିଉଜ)ଶିଶୁ ସେବିକା ନିୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି ନେଇଛନ୍ତି।ପିଲାଙ୍କ ଯତ୍ନନେବା ସହ ସହାୟତା କରିବେ ଶିଶୁ ସେବିକା।ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ୍ ଯିବାରେ ସହଯୋଗ କରିବେ।ପିଲା କାନ୍ଦିଲେ କିମ୍ବା ଅଝଟ ହେଲେ ସେମାନଙ୍କୁ ବୁଝାଇବେ।ପିଲାଙ୍କୁ ବହି, ଖେଳଣା ଆଦି ବିଭିନ୍ନ ସହାୟକ ଜିନିଷ ଯୋଗାଇବେ।ପିଲା କୌଣସି କାରଣରୁ ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ।ପ୍ରତ୍ୟେକ ଦିନ ପିଲାଙ୍କ ଦିନ କେମିତି କଟିଲା ନୋଟ୍ ପ୍ରସ୍ତୁତ କରିବେ।ପାଚିକାମାନଙ୍କ ସମାନୁପାତିକ ହାରରେ ଦରମା ପାଇବେ ଶିଶୁ ସେବିକା।ଶିକ୍ଷକଙ୍କ ଉପରୁ ଅଣ-ଶିକ୍ଷାକାର୍ଯ୍ୟ […]
ଭୁବନେଶ୍ୱର,୬।୬(ଏସଏସନିଉଜ)ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟା ଘଟଣାରେRCB ମାର୍କେଟିଂ ହେଡ୍ ନିଖିଲ ସୋସଲେଙ୍କୁ ଗିରଫ କରାଯାଇଛି।ଏୟାରପୋର୍ଟରୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ।ମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗିରଫ କରିଥିଲା।ଅନ୍ୟ ୩ଜଣଙ୍କୁ ମଧ୍ୟ ଅଟକ ରଖି ପୋଲିସର ପଚରାଉଚରା ଆରମ୍ଭ କରିଛି।
ଭୁବନେଶ୍ୱର,୨୩।୫(ଏସଏସନିୟୁଜ)ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୪ତମ ମ୍ୟାଚରେ ଗୁଜରାଟକୁ ୩୩ ରନରେ ପରାସ୍ତ କରିଛି ଲକ୍ଷ୍ନୌ ।୨୩୬ ରନର ଲକ୍ଷ୍ୟର ଜବାବରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୨୦୨ରନ କରି ପାରିଥିଲା ।ଦଳପକ୍ଷରୁ ଶାହରୁଖ ଖାଁ ୫୭ ରନ କରିଥିବାବେଳେ ସାଇ ସୁଦର୍ଶନ ୨୧, ଶୁଭମନ ଗିଲ ୩୫, ଜସ ବଟଲର ୩୩ ଓ ସେର୍ଫେନ ରଦରଫୋର୍ଡ ୩୮ ରନ କରିଥିଲେ ।ଏହି ମ୍ୟାଚରେ ଗୁଜରାଟ ଟସ ଜିତି […]