Browsing category

ଖେଳ

ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ନାମେଣ୍ଟ

ବାରଙ୍ଗ,୯ା୧୨(ଏସଏସନିଉଜ) କଲ୍ୟାଣପୁର ଗ୍ରାମ ପଞ୍ଚାୟତର ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ ରେ ଚାଲୁଥିବା ସର୍ବଭାରତୀୟ ଗଣ୍ଡରପୁର କପ ଫୁଟବଲ ଟୁର୍ନାମେଣ୍ଟର ସପ୍ତମ ଦିନରେ ଗ୍ରାମାଞ୍ଚଳର ପ୍ରଥମ ସେମିଫାଇନାଲରେ ସ୍ବର୍ଣ୍ଣଦେବୀ କ୍ଲବ ବଉଳକୁଦ ୧-୦ ଗୋଲରେ ଇଲେଭେନ ଗାଁ କ୍ଲବ ତିନିଘରିଆକୁ ପରାସ୍ତକରି ପ୍ରଥମଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ୧୦ ନମ୍ବର ଜର୍ସିରେ ଖେଳୁଥିବା ଦୀନବନ୍ଧୁ ଦାସ ଖେଳର ୩୩ତମ ମିନଟରେ ଦଳକୁ ବିଜୟୀ ସୂଚକ ଗୋଲ ଦେଇଥିଲେ । ମ୍ୟାନ ଅଫଦି ମ୍ୟାଚ […]

ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ଣାମେଣ୍ଟ

ବାରଙ୍ଗ.୮ା୧୨(ଏସଏସନିଉଜ)କଲ୍ୟାଣପୁର ଗ୍ରାମପଞ୍ଚାୟତର ଗଣ୍ଡରପୁର ବିଜୁପଟ୍ଟନାୟକ ମିନିଷ୍ଟାଡିୟମ୍ ରେ ଚାଲୁଥିବା ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ନାମେଣ୍ଟ ଷଷ୍ଠଦିନରେ ୬ଟି ମ୍ୟାଚ ଖେଳାଯାଇଥିଲା । ଗ୍ରାମାଞ୍ଚଳବିଭାଗର ପ୍ରଥମ ମ୍ୟାଚରେ ଇଲେଭେନଗନ କ୍ଲବ, ତିନିଘରିଆ ୧-୦ ଗୋଲରେ ମହାବୀର ସ୍ପୋର୍ଟିଂକ୍ଲବ, ନରଣପୁରକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ସେହିପରି ଦ୍ୱିତୀୟମ୍ୟାଚରେ ମାମଙ୍ଗଳକ୍ଲବ ଗୋଠପୂର ୫-୪ ଟାଏ ବ୍ରେକରରେ ବନମହାବୀରକ୍ଲବ ଜୟପୁରକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି । ଗୋଠପୁର ପକ୍ଷରୁ ଅଜିତରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ […]

ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ନାମେଣ୍ଟର ଚତୁର୍ଥଦିନ

ବାରଙ୍ଗ,୭।୧୨(ଏସଏସନିଉଜ)କଲ୍ୟାଣପୁର ଗ୍ରାମପଞ୍ଚାୟତର ଗଣ୍ଡରପୁର ବିଜୁପଟ୍ଟନାୟକ ମିନିଷ୍ଟାଡିୟମ୍ ରେ ଚାଲୁଥିବା ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲଟୁର୍ନାମେଣ୍ଟ ଚତୁର୍ଥଦିନରେ ଆଜି ୬ଟିମ୍ୟାଚ ଖେଳ।ଯାଇଥିଲା ।ଗ୍ରାମାଞ୍ଚଳବିଭାଗର ପ୍ରଥମମ୍ୟାଚରେ ଟାଏ ବ୍ରେକର ଜାରିରରେ ନିଷ୍ପତି କରାଯାଇ ଥିଲା ଏଥିରେ ନରଣପୁରଦଳ ୫-୪ ଗୋଲରେ ବିଜୟୀ ହୋଇ କ୍ୱାର୍ଟରରେ ପ୍ରବେଶ କରିଥିଲେ ।ସେହିଭଳି ଦ୍ୱିତୀୟ ମ୍ୟାଚରେ ଜୟପୁର ଦଳ ୪-୩ ଟାଏ ବ୍ରେକରରେ ଉଷୁମାକୁ ପରାସ୍ତକରି କ୍ୱାର୍ଟରରେ ପ୍ରବେଶ କରିଥିଲେ ।ସେହିଭଳି ତୃତୀୟ ମ୍ୟାଚରେ ସ୍ଵର୍ଣ୍ଣଦେବିକ୍ଲବ, ବଉଳକୁଦ ୩-୦ଗୋଲରେ ସାଇଁସକୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ […]

ଓଡ଼ିଶା ସ୍କୁଲକୁ ମାଗଣାରେ ୩୦ହଜାର ଫୁଟବଲଦେବ ଫିଫା-କେନ୍ଦ୍ରମନ୍ତ୍ରୀ

ବାରଙ୍ଗ , ୨ା୧୨(ଏସଏସନିଉଜ) ବାରଙ୍ଗବ୍ଲକ ମୁଣ୍ଡଳୀଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଓ ପିଏମ ଶ୍ରୀ ସ୍କୁଲ ମିଳିତ ସହଯୋଗରେ ଆୟୋଜିତ ଏଫ୪ଏସ(ଫୁଟବଲ ଫର ସ୍କୁଲ) କାର‌୍ୟ୍ୟକ୍ରମକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏଆଇଏଫଏଫ ର ମଧ୍ୟସ୍ତତାରେ ଫିଫା ସହିତ ଭାରତ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ଯେଉଁ ଚୁକ୍ତି ଅନୁସାରେ ଫିଫା […]

୩ରୁ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ

ବାରଙ୍ଗ,୩୦ା୧୧(ଏସଏସନିଜଉ)ଆରମ୍ଭ ହେବାକୁ ଯାଉଛି ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ। ଆସନ୍ତା ମାସ ୩ତାରିଖ ଠାରୁ ୧୦ ତାରିଖପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍। ଏହି ଫୁଟ୍‌ବଲଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଭୁବନେଶ୍ଵର ଉତ୍ତରନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରୁ ବିଭିନ୍ନ ଦଳ ଭାଗ ନେବେ । ରାଜ୍ୟରୁ ବରଗଡ଼ ୟୁନାଟେଡ୍, ସୋନପୁର କ୍ଲବ୍, ରାଇଜିଂ ଷ୍ଟୁଡେଣ୍ଟ, କଟକ, ଜଗା ୟୁନାଇଟେଡ୍‌, ଭୁବନେଶ୍ବର ଓ […]

ଭାରତ ବିଶ୍ବକପ୍ ଜିତିଲେ ୧୦୦କୋଟି ବାଣ୍ଟାଯିବ

ଭୁବନେଶ୍ୱର,୧୯ା୧୧(ଏସଏସନିଉଜ) ଆଇସିସି କ୍ରିକେଟ୍ ବିଶ୍ବକପ୍‌’ରେ ଆଜି ଯଦି ଭାରତ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରେ ତେବେ ସିଇଓ’ ପୁନୀତ ଗୁପ୍ତା ଆଷ୍ଟ୍ରୋଟକ୍‌’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟିବେ ବୋଲି କହିଛନ୍ତି।୨୦୧୧ରେ ଭାରତର ବିଶ୍ବକପ୍ ବିଜୟ ସଂକ୍ରାନ୍ତରେ ଉଲ୍ଲେଖ କରି ପୁନୀତ କହିଛନ୍ତି, ୨୦୧୧ରେ ଭାରତ ବିଶ୍ବକପ୍ ଜିତିବା ବେଳେ ସେ କଲେଜରେ ପଢୁଥିଲେ। ସେ ସମୟଟି ତାଙ୍କପାଇଁ ଜୀବନର ସବୁଠୁ ଆନନ୍ଦଦାୟକ ଦିନ ଥିଲା ବୋଲି କହିଛନ୍ତି ।ଏହାସହ ଭାରତୀୟ ଟିମ୍‌କୁ ସମର୍ଥନ […]

ସେଞ୍ଚୁରୀପଦକ ହାସଲ କଲା ଭାରତ

ଭୁବନେଶ୍ୱର,୨୮।୧୦(ଏସଏସନିଉଜ)ପାରା ଏସିଆନରେ ସେଞ୍ଚୁରୀପଦକ ଭାରତ ହାସଲ କରିପାରିଛି।ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ। ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ଶହେ ଛୁଇଁଛି।ସେଥିମଧ୍ୟରେ ୨୬ ସ୍ୱର୍ଣ୍ଣ , ୨୯ ରୌପ୍ୟ ଓ ୪୫ ବ୍ରୋଞ୍ଜ ସହ ଶହେ ପଦକ ରହିଛି।ସଫଳତା ପାଇଁ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୮ରେ ସର୍ବାଧିକ ୭୨ ପଦକ ଜିତିଥିଲା ଭାରତ।

ଏସ.ଏସ.ଡି, ଗୁରୁଡିଝାଟିଆ ଚାମ୍ପିୟନ

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନରେ ଦୁଇ ଦିନ ଧରି ଜଟଣୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନ୍ତମହାବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି ।ଆଜିର ଏହି ଫାଇନାଲ ମ୍ୟାଚରେ କଟକ ଗୁରୁଡ଼ିଝାଟିଆର ଏସ.ଏସ.ଡି ମହାବିଦ୍ୟାଳୟ ଖୋର୍ଦ୍ଧାର ପ୍ରାଣନାଥ ମହା ବିଦ୍ୟାଳୟକୁ ୪-୦ ଗୋଲରେ ପରାସ୍ତକରି ଚଳିତବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବିଭିନ୍ନ ଜୋନରୁ ଆସିଥିବା ୮ଟି ଦଳକୁ ନେଇ ଚାଲିଥିବା ଏହି ଫାଇନାଲ ଜୋନ ଅନୁଷ୍ଠିତ ହୋଇଥିଲା. ପ୍ରଥମ […]

ଅଲିମ୍ପିକ୍ କୁ ଫେରିଲା କ୍ରିକେଟ

ଭୁବନେଶ୍ୱର,୧୩ା୧୦(ଏସଏସନିଉଜ) ଦୀର୍ଘ ୧୨୮ବର୍ଷ ପରେ ଅଲିମ୍ପିକ୍ କୁ ଫେରିଲା କ୍ରିକେଟ୍‌‌ ।୨୦୨୮ ଲସ୍‌ଆଞ୍ଜେଲସ୍ ଅଲିମ୍ପିକ୍ ରେସାମିଲହେବ କ୍ରିକେଟ ।ସେଥିରେ ଟି-୨୦ ଫର୍ମାଟ୍‌‌ର କ୍ରିକେଟ୍‌‌ ଖେଳାଯିବା କ୍ରିକେଟ ସହ ମୋଟ ୫ଟି କ୍ରୀଡ଼ା ବେସ୍ ବଲ୍‌, ସ୍କ୍ୱାସ୍‌, ଫ୍ଲାଗ୍ ଫୁଟବଲ୍‌, ଲାକ୍ରୋସେ କୁ ଅଲିମ୍ପିକ୍ସରେ ସାମିଲ ପାଇଁ ନିଷ୍ପତ୍ତି ହୋଇଛି ।ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।୧୯୦୦ମସିହାରେ ଶେଷଥରପାଇଁ ଅଲିମ୍ପିକ୍ସରେଥିଲା କ୍ରିକେଟ ।ପ୍ୟାରିସ ଅଲିମ୍ପିକ୍ସରେ ଫ୍ରାନ୍ସକୁହରାଇ ବ୍ରିଟେନ ସ୍ୱର୍ଣ୍ଣ […]

ମହିଳା ଜାଭଲିନ୍‌ରେ ସ୍ୱର୍ଣ୍ଣ.

ଭୁବନେଶ୍ୱର, ୩ା୧୦(ଏସଏସନିଉଜ) ଏସୀୟ କ୍ରୀଡ଼ା ମହିଳା ଜାଭଲିନ ଥ୍ରୋରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ।ସ୍ୱର୍ଣ୍ଣ ଜିତିଲେ ଗୋଲ୍ଡେନ ଗାର୍ଲ ଅନୁ ରାଣୀ ।୬୨.୯୨ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ ।୯୨ କେଜି ପୁରୁଷ ବକ୍ସିଂରେ ନରେନ୍ଦର ଆଣିଲେ ବ୍ରୋଞ୍ଜ ।୧୫ ସ୍ୱର୍ଣ୍ଣ , ୨୬ ରୌପ୍ୟ , ୨୮ ବ୍ରୋଞ୍ଜ ସହ ୬୯ ପଦକ ହାସଲ ହୋଇଛି ।