ଚାଲିଗଲେ ଖୋକା ସାର

ଭୁବନେଶ୍ୱର,୧୨/୬(ଏସଏସ ନିଉଜ)ଚାଲିଗଲେ ଖୋକା ସାର ।ଖୋକା ସାର ଭାବେ ବେଶ ପରିଚିତ ଥିଲେ ।ସିଏ ହେଉଛନ୍ତି କେନ୍ଦୁଝର ଜିଲ୍ଳା ଆନନ୍ଦପୁରର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ସିଂ (ଖୋକା ସାର) ।
ତଙ୍କୁ ୯୦ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ସେ ବିଶିଷ୍ଠ ସର୍ପ ବିଷାରଦ ସହ ପରିବେଶବିତ ଥିଲେ ।ସାପ ଧରିବାରେ ବେଶ ପାରଙ୍ଗମ ଥିଲେ।ଖାଲି ସାପ ନୁହଁ ଅନ୍ୟ ପଶୁପକ୍ଷୀ ଙ୍କ ସହ ମଧ୍ୟ ତାଙ୍କର ବହୁତ ଅନ୍ତରଙ୍ଗ ଥିଲା ।ତାଙ୍କ ଘରେ ଏକ ଛୋଟ ଚିଡ଼ିଆଖାନା ସଦୃଶ ବହୁ ପ୍ରକାର ପଶୁ , ପକ୍ଷୀ , ସାପ ଇତ୍ୟାଦି ରଖିଥିଲେ ।

Comments (0)
Add Comment