ସମ୍ବଲପୁର, ୨୭ା୧୨(ଏସଏସନିଉଜ) ରେଢ଼ାଖୋଲରେ ୨ ବୁଲେଟ ଆରୋହୀଙ୍କୁ ଚାପିଦେଲା ଟ୍ରକ ।ଏନଏଚ-୫୫ରେ ଏହି ଦୁର୍ଘଟଣା ଘଟିଛି ।ଉଦ୍ୟାନବିଭାଗକାର୍ଯ୍ୟାଳୟ ସାମ୍ନାରେ ଏହି ଦୁର୍ଘଟଣା ଘଟିଥିବାବେଳେ ମୃତକ ୨ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏହାକୁନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି ।ଉତ୍ତ୍ୟକ୍ତ ଲୋକମାନେ କ୍ଷତିପୁରଣଦାବୀରେ ଏନ୍ଏଚ୍ ଅବରୋଧ କରିଛନ୍ତି ।