କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା

ସୁବର୍ଣ୍ଣପୁର, ,୮/୫(ଏସଏସନିୟୁଜ) ଗତକାଲି ରାତିରେ ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରନଳିନୀ ନାଏକଙ୍କ ସ୍ୱାମୀ ସଂଜୀବ ଗୁରୁ ଙ୍କୁ ହତ୍ୟା କରାଯାଇଛି,। ରାତିରେ ଶୋଇଥିବା ବେଳେ ତାଙ୍କ କ୍ୱାର୍ଟରରେ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି।ଖବରପାଇ ପୋଲିସ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଆରମ୍ଭ କରିବାସହ ସନ୍ଦେହରେ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

 

Comments (0)
Add Comment