ଭୁବନେଶ୍ୱର,୨୪।୭(ଏସଏସନିଉଜ)୩୪ DFO ଓ ଡେପୁଟି କଞ୍ଜରଭେଟର ଅଫ୍ ଫରେଷ୍ଟଙ୍କ ବଦଳି ହୋଇଛି।ବିଭିନ୍ନ ବନଖଣ୍ଡକୁ ବଦଳି ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।