ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା!

ଚୌଦ୍ୱାର,୧୫/୧୨(ଏସ ଏସ ନିଉଜ)ମହିଳାଙ୍କ ବେକ କାଟି ନିର୍ମମ ହତ୍ୟା କରିଛି ଯୁବକ।ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଏହି ବୀଭତ୍ସ ହତ୍ୟା କାଣ୍ଡ ଘଟିଛି।ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।ଘଟଣାସ୍ଥଳରୁ ଅଭିଯୁକ୍ତ ଯୁବକ ଚମ୍ପଟ ମାରିଥିବାବେଳେ ପୋଲିସର ତଦନ୍ତ ଆରମ୍ଭ ହୋଇଛି।

Comments (0)
Add Comment