ଧରାପଡ଼ିଲା ମଣିଷଖିଆ କୁମ୍ଭୀର

ଭୁବନେଶ୍ୱର,୨।୧୦(ଏସଏସନିଉଜ)ଘରବାଡ଼ିପଟେ ଥିଲା ମଣିଷଖିଆ ବଉଳାକୁମ୍ଭୀର।ରାତିର ଅନ୍ଧକାରରେ ଘର ପଛପଟେ ବୁଲୁଥିଲା କୁମ୍ଭୀର।
ଲୋକଙ୍କୁ ଗୋଟାଗୋଟା କରି ଗିଳୁଥିଲା।ଯାହାକୁ ନେଇ , ଗାଁରେ ଆତଙ୍କ ଖେଳିଯାଇଥିଲା।ଆତଙ୍କ ରଚିଥିବା ମଣିଷଖିଆ ବଉଳାକୁ ଘର ପଛପଟୁ ଧରାଯାଇଛି।ଧରାପଡିଛି ମଣିଷଖିଆ ବଉଳା କୁମ୍ଭୀର ।ଶେଷରେ କୁମ୍ଭୀରକୁ ଉଦ୍ଧାର କରିଛି ବନବିଭାଗ।ତେବେ ରାଜନଗରରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

Comments (0)
Add Comment