ଭୁବନେଶ୍ୱରକୁ ଫେରିଲା କୋଭିଡ୍‌

ଭୁବନେଶ୍ୱର, ୧୪।୮(ଏସଏସନିଉଜ) କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଭୁବନେଶ୍ୱରରେ ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କୋଭିଡ ଆକ୍ରାନ୍ତ ବ୍ୟକ୍ତି ୫୦ ବର୍ଷୀୟ ବରମୁଣ୍ଡା ଅଞ୍ଚଳର ହୋଇଥିବା ବେଳେ ସେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ର ଜଣାପଡିଛି।

Comments (0)
Add Comment