ପଦ୍ମପୁର,୨୧।୭(ଏସଏସନିଉଜ)ଘରେ ପଶି ମାଆଝିଅକୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ ଆସିଛି।ପଥୁରିଗାଁରେ ଅଭିଯୁକ୍ତ ପୁତୁରାର ଡବଲ୍ ମର୍ଡର୍।ଆକ୍ରମଣରେ ଦାଦା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଡବଲ୍ ମର୍ଡର ପରେ ଥାନାରେ ଅଭିଯୁକ୍ତ ପୁତୁରାର ଆତ୍ମସମର୍ପଣ କରିଥିବାର ଜଣାପଡିଛି।