ମାଲକାନଗିରି, ୪/୯(ଏସଏସନିଉଜ) ପତ୍ନୀର କିଡ୍ନୀ ବିକ୍ରି ଅଭିଯୋଗ ମାମଲାରେ ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁଣ୍ଡୁକୁ ଗିରଫ କଲା ପୁଲିସ୍ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୨୦୧୮ ମସିହାରେ କିଡ୍ନୀ ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା ।