ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ବାଲୁଗାଁ,୨/୯(ଏସ ଏସନିଉଜ)ସିଙ୍ଗେଶ୍ୱରରେ ନବବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ବାଲୁଗାଁ ହସ୍ପିଟାଲରେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।ଏହି ଘଟଣା ପରେ ଯୌତୁକଜନିତ ହତ୍ୟା ଅଭିଯୋଗ କଲେ ବାପ ଘର ଲୋକେ।

Comments (0)
Add Comment