ହେବ ମାରାଥନ ଜେରା

ବାଲେଶ୍ଵର,୧୮/୯(ଏସଏସନିଉଜ) କଟକରେ ହେବ ମାରାଥନ ଜେରା । ବାଲେଶ୍ଵର ଚାନ୍ଦିପୁର ଊଜଊଙରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ମାମଲା ରେ ୫ ଅଭିଯୁକ୍ତଙ୍କ ୭ ଦିନିଆ ରିମାଣ୍ଡ ମଞ୍ଜୁର କରିଛନ୍ତି ବାଲେଶ୍ୱର ଝଊଔଗ କୋର୍ଟ । ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ୍ ସମସ୍ତଙ୍କୁ କଟକକୁ ଆଣି ଅଧିକ ପଚରାଉଚରା କରିବ । କେତେ ଟଙ୍କା ସେମାନେ ପାଇଛନ୍ତି,ବାସ୍ତବିକଭାବେ କାହାକୁ ୃତଥ୍ୟ ଯୋଗାଉଥିଲେ,ଏଥିରେ ଅନ୍ୟକାହାର ସମ୍ପୃକ୍ତି ରହିଛି ,କେଉଁ ପ୍ରକାର ଡାଟା ଟ୍ରାନସଫର କରିଛନ୍ତି ଆଦି ବିଷୟକୁ ନେଇ ମୂଳରୁ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

Comments (0)
Add Comment