ଭୁବନେଶ୍ୱର,୨୦/୮(ଏସ ଏସ ନିଉଜ)ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା, ପବନ ଜାରି ରହିଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବାରିପଦାଠୁ ୩୦ କିମି ଦୂରରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି ।ଛତିଶଗଡ଼ ପାଇଁ ରେଡ୍ ଆଲର୍ଟ ଜାରି କଲା IMD ।