ଉତ୍ତରଓଡ଼ିଶାରେ ବର୍ଷାପବନ

ଭୁବନେଶ୍ୱର,୨୦/୮(ଏସ ଏସ ନିଉଜ)ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା, ପବନ ଜାରି ରହିଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।
ବାରିପଦାଠୁ ୩୦ କିମି ଦୂରରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି ।ଛତିଶଗଡ଼ ପାଇଁ ରେଡ୍‌ ଆଲର୍ଟ ଜାରି କଲା IMD ।

- Advertisement -

Leave A Reply

Your email address will not be published.