ଜୋମାଟୋ ଡେଲିଭରିବଏ ଗିରଫ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଗିରଫ ହେଲା ଜୋମାଟୋ ଡେଲିଭରି ବଏ ।ମହିଳାଙ୍କୁ ଜୋର୍ ଜବରଦସ୍ତି କିସ୍ କରିବାକୁ ଉଦ୍ୟମ କରିବା ଏବଂ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜୋମାଟୋ ଡେଲିଭରି ବଏକୁ ଗିରଫ କରିଛି ପୋଲିସ୍ ।ଏହି ଯୁବକ ଜଣକ ୧୯ ବର୍ଷୀୟ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ମାମଲା ରେ ଗିରଫ ହୋଇଛନ୍ତି। ଏହି ଘଟଣାଟି ପୁଣେର ୟେୱେଲ ବାଡ଼ି ଅଞ୍ଚଳରେ ଏହି ଘଟଣା ଘଟିଛି ।

Comments (0)
Add Comment