କୋଟିପତି ସରପଞ୍ଚଙ୍କ ଘରେ ଆୟକର ବିଭାଗ

ଭଦ୍ରକ,୨୧ା୨୨(ଏସଏସନିଉଜ) ଆୟକରବିଭାଗ ପକ୍ଷରୁ ତିହିଡିବ୍ଲକ ଗୁଆମାଳପଞ୍ଚାୟତର ପୂର୍ବତନ ବିଜେଡି କୋଟିପତି ସରପଞ୍ଚଙ୍କ ବାସଭବନ ଓ ଦୋକାନ ଘରେ ଚଢ଼ାଉ ଜାରିରହିଛି। ପୂର୍ବତନ ସରପଞ୍ଚଙ୍କ ଡାହାଣୀଗଡ଼ିଆସ୍ଥିତ ବାସଭବନ ଓ ବାଇପାସସ୍ଥିତ ସୁନା ଦୋକାନରେ ଆୟକରବିଭାଗ ପକ୍ଷରୁ ଆଜିସକାଳୁ ଚଢ଼ାଉ କରାଯାଇଛି।

 

Comments (0)
Add Comment