ମହିଳାSIଙ୍କ ଝୁଲନ୍ତା ମୃତଦେହ

ଉଦୟଗିରି , ୨୭/୮(ଏସଏସନିଉଜ)ଜି. ଉଦୟଗିରି ଥାନା ମହିଳାSIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ସେ ହେଉଛନ୍ତି ସବ୍ ଇନ୍‌ସପେକ୍ଟର ସ୍ୱାଗତିକା ବେହେରା ।ସେ ସରକାରୀ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ ।କ୍ୱାଟର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା ।ତେବେ ମୃତ୍ୟୁର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।

Comments (0)
Add Comment