ମହୁମାଛି ନେଲା ଜୀବନ

ରାୟଗଡ଼ା,୧୪/୧୨(ଏସଏସନିଉଜ) ଜଙ୍ଗଲରେ ମହୁମାଛି ଆକ୍ରମଣରେ ଜଣେମହିଳାଙ୍କ ମୃତ୍ୟୁଘଟିଛି। ଟକିରିଥାନା କମ୍ପରଗାଁ ଜଙ୍ଗଲରେ ଏହି ଅଘଟଣ ଘଟିଛି। ସକାଳୁ ଜଙ୍ଗଲକୁ ଯାଇଥିବା ବେଳେ ମହୁମାଛିର ଆକ୍ରମଣର ଶିକାର ହୋଇଥିଲେ ମହିଳାା

Comments (0)
Add Comment