ଦେବଗଡ଼ . ୨୭ା୧୨(ଏସଏସନିଉଜ)ଉମାକାନ୍ତ ବାଗ ହତ୍ୟାକାଣ୍ଡର ପର୍ଦ୍ଦାଫାସକଲା ଲଇମୁରାପୋଲିସ ।ଜଙ୍ଗଲରୁ ମୃତ ଉମାକାନ୍ତଙ୍କ ହାଡ଼ ଏବଂ ପାଉଁଶ ଜବତ କରିଛି ପୋଲିସା ପରକୀୟାପ୍ରୀତିରୁ ଉମାକାନ୍ତଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ଓ ଭିଣୋଇ ବୋଲି ପୋଲିସ ଆଗରେ ସ୍ୱିକାର କରିଛନ୍ତି ।ହତ୍ୟା କରିବାପରେ ଜଙ୍ଗଲରେ ନିଆଁଲଗାଇ ପୋଡ଼ି ଦେଇଥିଲେ ।ଅଭିଯୁକ୍ତ ସ୍ତ୍ରୀ ଓ ଭିଣୋଇଙ୍କୁ ଗିରଫ କରିଛି ଲଇମୁରା ପୋଲିସାଘଟଣାପରେ ଗତମାସ ୨୭ରୁ ନିଖୋଜ ଥିଲେ ଉମାକାନ୍ତ । ଏସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଥିଲା ।