ପୁଣି ପ୍ରଦୀପଙ୍କୁ ପଚରାଉଚରା

ଭୁବନେଶ୍ବର,୧୯/୧(ଏସଏସନିୟୁଜ)ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା ପ୍ରଦୀପଙ୍କୁ ପଚରାଉଚରା କରିଛି ଭିଜିଲାନ୍ସ। ଆଜି ଜେଲ୍ ଭିତରେ ତାଙ୍କୁ ୨ ଘଣ୍ଟା ଧରି ଗୁଡ଼େଇ ତୁଡ଼ାଇ ଭିଜିଲାନ୍ସ ଅଧିକାରୀ ପ୍ରଶ୍ନ କରିଥିବା ଜଣାଯାଇଛି।

Comments (0)
Add Comment