ଓଡ଼ିଶାଜିଲ୍ଲାମହାନଗର ପୁଣି ପ୍ରଦୀପଙ୍କୁ ପଚରାଉଚରା By SATYA SANDHANA DESK Last updated Jan 19, 2021 0 108 Share ଭୁବନେଶ୍ବର,୧୯/୧(ଏସଏସନିୟୁଜ)ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧ ମାମଲାରେ ଛନ୍ଦି ହୋଇ ଜେଲ୍ରେ ଥିବା ପ୍ରଦୀପଙ୍କୁ ପଚରାଉଚରା କରିଛି ଭିଜିଲାନ୍ସ। ଆଜି ଜେଲ୍ ଭିତରେ ତାଙ୍କୁ ୨ ଘଣ୍ଟା ଧରି ଗୁଡ଼େଇ ତୁଡ଼ାଇ ଭିଜିଲାନ୍ସ ଅଧିକାରୀ ପ୍ରଶ୍ନ କରିଥିବା ଜଣାଯାଇଛି। 0 108 Share FacebookTwitterGoogle+ReddItWhatsAppPinterestEmail