ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

0 53

ଭୁବନେଶ୍ବର,୧୯/୧(ଏସଏସନିୟୁଜ)ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ । ଜଣେ ପଥର ବ୍ୟବସାୟୀଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପଥର ଖଣି ଟ୍ରାଞ୍ଜିଟ୍ ପାସ୍ କରାଇଦେବା ପାଇଁ ଲାଞ୍ଚ ନେଉଥିଲେ । ଦୋଳମଣ୍ଡପ ସାହିସ୍ଥିତ ଘରେ ଟଙ୍କା ନେବାବେଳେ ଧରିଲା ଭିଜିଲାନ୍ସ ।

Leave A Reply

Your email address will not be published.