ଓଡ଼ିଶାଜିଲ୍ଲାମହାନଗର ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର By SATYA SANDHANA DESK Last updated Jan 19, 2021 0 75 Share ଭୁବନେଶ୍ବର,୧୯/୧(ଏସଏସନିୟୁଜ)ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ । ଜଣେ ପଥର ବ୍ୟବସାୟୀଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପଥର ଖଣି ଟ୍ରାଞ୍ଜିଟ୍ ପାସ୍ କରାଇଦେବା ପାଇଁ ଲାଞ୍ଚ ନେଉଥିଲେ । ଦୋଳମଣ୍ଡପ ସାହିସ୍ଥିତ ଘରେ ଟଙ୍କା ନେବାବେଳେ ଧରିଲା ଭିଜିଲାନ୍ସ । 0 75 Share FacebookTwitterGoogle+ReddItWhatsAppPinterestEmail