ପୁଣି ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ପୁରୀ, ୮/୧(ଏସଏସନିୟୁଜ) ବାହାର ଜିଲ୍ଲାର ଲୋକେ ଆଉ ସ୍ବର୍ଗଦ୍ବାରରେ ଶବଦାହ କରିପାରିବେନି। କୋଭିଡ୍ ସଂକ୍ରମଣ ହାର ବଢୁଥିବାରୁ ସ୍ବର୍ଗଦ୍ବାରରେ ଶବଦାହ କ୍ଷେତ୍ରରେ ୧୦ ତାରିଖରୁ କଟକଣା ଲାଗୁ ହେବାକୁ ଯାଉଛି। ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାର ବାରଣ କରାଯାଇଛି।କିନ୍ତୁ ଜିଲ୍ଲା ଭିତର ଲୋକେ ସ୍ବର୍ଗଦ୍ବାରରେ ଶବଦାହ କରିପାରିବାସହ ମୃତକ କୋଭିଡ୍ ଆକ୍ରାନ୍ତ କି ନୁହେଁ, ତାହାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

Comments (0)
Add Comment