ପୁଣି ହାତୀମୃତଦେହ ଠାବ

ଭୁବନେଶ୍ୱର,୧୦/୯(ଏସଏସ ନିଉଜ)ବଣାଇ ନିକଟ ବାଙ୍କୀ ରେଞ୍ଜର ଏକ ଟୁଙ୍ଗୁରୀଜଙ୍ଗଲରୁ ହାତୀର ମୃତଦେହ ଠାବ ହୋଇଛି ।ଖବରପାଇ ଘଟଣା ସ୍ଥଳରେ ବନକର୍ମଚାରୀ ମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Comments (0)
Add Comment