ସାବଧାନ ମାତିଛନ୍ତି ମହୁମାଛି

ବିନିକା,୨୮/୭(ଏସ ଏସ ନିଉଜ) ମହାନଦୀ ବ୍ରିଜ ଉପରେ ମହୁମାଛି ଆତଙ୍କ ଦେଖା ଦେଇଛି। ବ୍ରିଜ ତଳେ ବସା ବାନ୍ଧିଥିବା ମହୁମାଛି ଆକ୍ରମଣରେ ୫ଜଣ ଆହତ ହୋଇଥିବାବେଳେ ମହୁମାଛି ଆତଙ୍କ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Comments (0)
Add Comment