ସ୍କୁଲ ରୁମରୁ ମିଳିଲା ୧୦୪ ପେଟି ମଦ

ରାଉରକେଲା,୧୧/୧୨(ଏସଏସନିଉଜ) ବିଶ୍ରା ବ୍ଲକ ସ୍ଥିତ ଫୁଲଝରରେ ବନ୍ଦ ଅବସ୍ଥାରେ ଥିବା ଏକ ଘରୋଇ ସ୍କୁଲ କୋଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦକୁ ଜବତକରିଛିଅବକାରୀ ବିଭାଗ । ବହୁ ନାମିଦାମୀ କମ୍ପାନିର ଲେବୁଲ, ଠିପି ଖାଲି ବୋତଲ ସହ ୧୦୪ ପେଟିରେ ଥିବା୧୨୪୮ବୋତଲମଦ ଜବତ ହୋଇଛି ।ଏହାସହ ଏକ କାରକୁ ମଧ୍ୟ ଜବତ କରିଛି ଅବକାରୀବିଭାଗ ।ବାହାରରାଜ୍ୟରୁ ନକଲି ମଦଆଣି ଏଠାରେ ବଟଲିଂ କରାଯାଇ ଚୋରାଚାଳଣ ହେଉଥିବାର ବିଶେଷସୁତ୍ରରୁ ଖବରପାଇ ଅବକାରୀବିଭାଗ ଚଢଉ କରିଥିଲା ।

Comments (0)
Add Comment