ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଓଡ଼ିଶାରେ ଖୁବ୍ ଶୀଘ୍ର ଆସିବ ଫ୍ଲାଟ ଓନର୍ସ ଆକ୍ଟ ।ଆକ୍ଟ ପ୍ରଣୟନ ନେଇ ହାଇ କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର ।କୋର୍ଟକୁ ଫ୍ଲାଟ ବୁକିଂ ଏଗ୍ରିମେଣ୍ଟ ଡ୍ରାଫ୍ଟ କପି ମଧ୍ୟ ଦେଲେ ସରକାର ।ଏଗ୍ରିମେଣ୍ଟ ସଂପର୍କରେ ଆଇଜିଆର୍ ନିଷ୍ପତ୍ତି ନେଇ ଲାଗୁ କରିବେ କହିଲେ କୋର୍ଟ ।