ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍

ଭୁବନେଶ୍ୱର,୨୦/୪ (ଏସ ଏସ ନିଉଜ) କୋରାପୁଟ ଶିମିଳିଗୁଡାର ନେତାଜୀ ଇଂଲିଶ ମିଡିୟମ୍ ସ୍କୁଲର ଏକ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କଟାଯାଇଛି।ଫିଟନେସ୍, ପରମିଟ୍ ଆଉ ଇନ୍ସରୁାନ୍ସ ନଥିବାରୁ ପରିବହନ ବିଭାଗ ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରିଛି ।

 

Comments (0)
Add Comment