ଓ୍ବାଟକୋ ଶାଖାରେ ଅଗ୍ନିକାଣ୍ଡ

ବ୍ରହ୍ମପୁର,୨।୧(ଏସଏସନିଉଜ) ଜନସ୍ବାସ୍ଥ୍ୟ ବିଭାଗର ୱାଟକୋ ଶାଖାରେ ଅଗ୍ନିକାଣ୍ଡ ଘଟିଛି।ନିଆଁଲାଗି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବା ଜଣାପଡିଛି।କାର୍ଯ୍ୟଳୟ ସମେତ ଗୁରୁତ୍ବପୂର୍ଣ୍ଣ ବହୁ ପୁରୁଣା ଏବଂ ନୂଆ ଫାଇଲ ପୋଡିଯାଇଛି।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସୂଚନା ମିଳିଛି।

Comments (0)
Add Comment