ଉଠାଇନେଲା ପୋଲିସ

ଭୁବନେଶ୍ୱର,୧୧/୭(ଏସ ଏସ ନିଉଜ)ବିଜେବି କଲେଜ ସାମ୍ନାରୁ ରୁଚିକାଙ୍କ ମାଆଙ୍କୁ ଉଠାଇ ନେଲା ପୋଲିସ ।ଆତ୍ମହତ୍ୟା କରିଥିବା ରୁଚିକାଙ୍କ ମାଆଙ୍କୁ ଜବରଦସ୍ତ ଉଠାଇଲା ପୋଲିସ।ରୁଚିକାଙ୍କ ମାଆଙ୍କୁ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଲା ପୋଲିସ।ଝିଅକୁ ନ୍ୟାୟ ପାଇଁ ଧାରଣା ଦେଇଥିବା ମାଆଙ୍କୁ ଉଠାଇନେଲା।

Comments (0)
Add Comment