ଆଜି ବାଲେଶ୍ବର ବନ୍ଦ

0 273

ବାଲେଶ୍ବର,୧୬/୬(ଏସ ଏସ ନିଉଜ)ଆଜି ୧୨ ଘଣ୍ଟିଆ ବାଲେଶ୍ବର ବନ୍ଦ ଡାକରା ।ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ୨୦ଟି ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଛି ।ଏହାକୁ ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ସଂଗଠନର ସମର୍ଥନ ମିଳିଥିବାର ଜଣାପଡିଛି ।

Leave A Reply

Your email address will not be published.