ଆଜିର ଅନୁଚିନ୍ତା

ତାରିଖ - ୧୩:୦୨:୨୦୨୨ (ରବିବାରବାର)

0 564

🦋 “ସମୟ ” ର ହାତ ନଥାଏ କିନ୍ତୁ,ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ,ସାରା ଜୀବନ ମନେ ରହେ ।
🦋ସ୍ବପ୍ନ ଭାଙ୍ଗିଗଲେ ମଧ୍ୟ ନୂଆ ସ୍ବପ୍ନ ଦେଖି ଆଗକୁ ବଢିବାର ସାହସକୁ ହିଁ ଜୀବନ କୁହାଯାଏ ।
🦋ଯେଉଁମାନଙ୍କ ପାଇଁ ସମାଜିକ ସମ୍ପର୍କ ନାମକୁ ମାତ୍ର ହୋଇଥାଏ, ସେମାନେ କେବେ ହେଲେ କାହାର ସମ୍ମାନ ବା ସହାୟତା କରି ନଥାନ୍ତି ବରଂ ଦୂରରେ ରହି ଉପହାସ କରିଥାନ୍ତି
🦋ଦୁନିଆର ସର୍ବୋତ୍ତମ ଔଷଧ ହେଉଛି ନିଜ ମାଆ ର ଚୁମ୍ବନ |
🙏🏾ଓଁ ସୂର୍ଯ୍ୟ ଦେବାୟ ନମଃ🙏🏾 ଆଜି ରବିବାର ପ୍ରଭୁ ସୂର୍ଯ୍ୟ ନାରାୟଣ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ସୂର୍ଯ୍ୟ ନାରାୟଣ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ।ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ🙏🏻ଜୟ ଜଗନ୍ନାଥ,ଜୟ ସୋମନାଥ🙏🏻

Leave A Reply

Your email address will not be published.