ଏପ୍ରିଲ୍ ୨୫ରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

0 34

ଭୁବନେଶ୍ବର,୨୧ା୪(ଏସଏସନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଏପ୍ରିଲ୍ ୨୫ ତାରିଖରେ ଓଡ଼ିଶା ଆସି ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରି
ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ ଓ ଏହାସହ ବିଜୟ ମନ୍ତ୍ର ଦେବେ।

Leave A Reply

Your email address will not be published.