ଆରପାରିରେ ରବି ମିଶ୍ର

0 340

 

ଭୁବନେଶ୍ୱର,୨୦/୧(ଏସ ଏସ ନିୟୁଜ )ଓଡିଆ ଅଭିନେତା ରବି ମିଶ୍ରଙ୍କ ପରଲୋକ । ବର୍ଷିୟାନ ଅଭିନେତା ରବି ମିଶ୍ରଙ୍କର ହୃଦଘାତରେ ପରଲୋକ ହୋଇଛି । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଟେଲି ସିରିଏଲ ଗୋପାଳ ରହସ୍ୟର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ୬୪ ବର୍ଷ ବୟଷରେ ତାଙ୍କର ମୃତ୍ୟୁ ହୋଇଛି । ଅନେକ ଓଡିଆ ଫିଲ୍ମ ଓ ଟିଭି ସିରିଏଲରେ ସେ ଅଭିନୟ କରି ଲୋକମାନଙ୍କ ନିକଟରେ  କଲା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ,

Leave A Reply

Your email address will not be published.