ଆସନ୍ତାକାଲି ଖୋଲିବ ସ୍କୁଲ

0 232

ଭୁବନେଶ୍ୱର, ୨୫/୭(ଏସଏସନିୟୁଜ) ଆସନ୍ତାକାଲି କାଲି ସ୍କୁଲ ଖୋଲିବ, ଯେଉଁ ପିଲାମାନେ ସ୍କୁଲକୁ ନ ଆସିପାରିବେ କିମ୍ବା ଅଭିଭାବକ ସେମାନଙ୍କ ପିଲାଙ୍କୁ କୋଭିଡ କାଳରେ ସ୍କୁଲକୁ ପଠାଇବାକୁ ଇଛାପ୍ରକାଶ ନକରିବେ ସେମାନେ ଅନଲାଇନରେ କ୍ଲାସ କରିପାରିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପିଲାମାନେ କ୍ଲାସରୁମରେ କୋଭିଡ୍-୧୯ ଗାଇଡଲାଇନକୁ ଅନୁସରଣ କରି ପାଠ ପଢ଼ିବେ ।ପିଲାସଂଖ୍ୟା ବଢିଲେ ବି କେବଳ ଦଶମ ଶ୍ରେଣୀ ପାଇଁ ସ୍କୁଲ ଖୋଲୁଥିବାରୁ ଶିକ୍ଷକ ବା କ୍ଲାସରୁମର ଅଭାବ ପିଲାମାନେ ଅନୁଭବ କରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.