ଅଟକିଲେ ଜିଲାପାଳ

0 226

ଭଦ୍ରକ.୧୩/୫(ଏସଏସନିଉଜ) ଗୁରୁବାରଦିନ ଆରଡିପୀଠକୁ ଆସି ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟର ସମୀକ୍ଷା କରି ଫେରିବାବେଳେ ସାଧାରଣ ଲୋକଙ୍କୁ ବଣ୍ଟନ ହେଉଥିବା ସାମଗ୍ରୀର ମାନ କିପରି ରହିଛି ପଚାରି ବୁଝିଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ । ଆରଡିପୀଠରୁ ଫେରିବାବାଟରେ ସୁନ୍ଦରପୁର ଛକରେ ରାସନ ସାମଗ୍ରୀ ବଣ୍ଟନ ହେଉଥିବା ଦେଖି ରହିବା ସହ ବଂଟାଯାଉଥିବା କେନ୍ଦ୍ରକୁ ଯାଇଥିଲେ ।ସେଠାରେ ସାମଗ୍ରୀ ନେଉଥିବା ହିତାଧିକାରୀଙ୍କ ସହ ଏହାର ମାନ ଓ ଅନ୍ୟାନ୍ୟ ବିଷୟରେ ପଚାରିବୁଝିଥିଲେ ।ଜିଲ୍ଲାପାଳଙ୍କର ଏହି କାର୍ଯ୍ୟକୁ ସବୁବର୍ଗୀୟ ଲୋକ ପ୍ରଶଂସା କରିଛନ୍ତି ।

 

Leave A Reply

Your email address will not be published.