ବିଜେଡି ରେ ଯୋଗ ଦେଲେ ପ୍ୟାରିଙ୍କ ଝୀଅ

0 267

ଭୁବନେଶ୍ବର:୨୩/୧୧- ପୂର୍ବତନ  ସାସଂଦ ସ୍ବର୍ଗତ  ପ୍ୟାରିମୋହନ ମହାପାତ୍ରଙ୍କ ଝୀଅ ସିକ୍ତା ପତି ବିଜେଡିରେ ଯୋଗ ଦେଇଥିବା ଜଣାପଡିଛି । ତେବେ  ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ ସିକ୍ତା ଯୋଗ ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.