ବଜ୍ରପାତ ନେଲା ଜୀବନ

0 124

ମାଲକାନଗିରି,୨୪/୮(ଏସ ଏସ ନିଉଜ) ଗାଁ ଦାଣ୍ଡରେ ବସିଥିବା ବେଳେ ବଜ୍ରପାତ ହୋଇ ୨ଜଣ ମୃତୁବରଣ କରିଛନ୍ତି ।
ବାଉଁଶଗୁଡ଼ା ଗାଁ ଦାଣ୍ଡରେ ବସି କିଛି ଲୋକ କଥା ହେଉଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଜଣେ ମୃତୁବରଣ କରିଥିବାବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବାର ଜଣାପଡିଛି। ବଜ୍ରାଘାତରେ ଅନ୍ୟ ୪ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି ।

Leave A Reply

Your email address will not be published.