ବନ୍ଧା ହେଲା କେବିଏନ ଗ୍ରୁପ ମୁଖ୍ୟ ବୁବୁ

0 601

ଭୁୁବନେଶ୍ୱର,୨୮/୧(ଏସଏସନିୟୁଜ)ଶେଷରେ ପେଲିସ ହାତରେ ଧରାପଡିଛି କେବିଏନ୍ ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା ।ପୋଲିସ ଆଖିରେ ଧୁଳିଦେଇ ୨ମାସଧରି ଫେରାର ରହିଥିବା ବୁବୁକୁ ଡେଲ୍ଟା ଅଞ୍ଚଳରୁ କମିଶନରେଟ ପୁଲିସ୍ ଗିରଫକରିବା ସହ ତାପାଖରୁ ଏକ ଖଣ୍ଡାକୁ ଜବତ କରିଛି । ପୂର୍ବରୁ ପୁଲିସ୍ ଏହି ଗ୍ରୁପ୍‌ର ୯ ସଦସ୍ୟଙ୍କୁ ବାନ୍ଧି ସାରିଥିଲା । କେବିଏନ୍ ଗ୍ରୁପର ସଦସ୍ୟମାନେ ରାଜଧାନୀର ରାଜରାସ୍ତାରେ ବିଳମ୍ବିତ ରାତିରେ ଖଣ୍ଡା ବୁଲାଇ ଆତଙ୍କରାଜ ସୃଷ୍ଟି କରି ଏହାର ଭୟାନକ ଭିଡିଓ ଓ ରାସ୍ତା ଉପରେ ବାର୍ଥ ଡେ ପାର୍ଟି କରି ସୋଶିଆଲ ମିଡିଆରେ ଭିଡିଓ ସବୁ ଛାଡୁଥିଲେ ।

Leave A Reply

Your email address will not be published.